ETV Bharat / bharat

ବିଜେପି ସାଂସଦଙ୍କ ନିର୍ଦ୍ଦେଶ, ମସଜିଦ ଭଳି ଦେଖାଯାଉଥିବା ବସଷ୍ଟପକୁ ଭାଙ୍ଗ

କର୍ଣ୍ଣାଟକ ମହୀଶୂର-କୋଡାଗୁ ( Mysuru) ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ବିଜେପି ଲୋକସଭା ସାଂସଦ ପ୍ରତାପ ସିମହା (Pratap Simha) । ଆଜି (ସୋମବାର) ରୋଡରେ ଥିବା ଏକ ବସ ଷ୍ଟପେଜ ଉପରେ ବୁଲଡୋଜର ଚଢାଇ ଦେବାକୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 14, 2022, 9:51 PM IST

Etv Bharat
Etv Bharat

ବେଙ୍ଗାଲୁର: କର୍ଣ୍ଣାଟକ ମହୀଶୂର-କୋଡାଗୁ ( Mysuru) ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ବିଜେପି ଲୋକସଭା ସାଂସଦ ପ୍ରତାପ ସିମହା(Pratap Simha) ଆଜି (ସୋମବାର) ରୋଡରେ ଥିବା ଏକ ବସ ଷ୍ଟପେଜ ଉପରେ ବୁଲଡୋଜର ଚଢାଇ ଦେବାକୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । କାରଣ ବସ ଷ୍ଟପେଜ (ସେଲଟର) ଟି ମସଜିଦ ଭଳି ଦେଖାଯାଉଛି । ଯାହାକୁ ନେଇ ଏହାକୁ ଭାଙ୍ଗିଦେବାକୁ ବିଜେପି ସାଂସଦ ଚେତାବନୀ ଦେଇଛନ୍ତି ।

  • #BJP MP representing the Mysuru-Kodagu Lok Sabha constituency, Pratap Simha, triggered a row after he issued a warning to the authorities to bring down dome-shaped bus shelters. pic.twitter.com/IqUmdIxTiU

    — IANS (@ians_india) November 14, 2022 " class="align-text-top noRightClick twitterSection" data=" ">

ମହୀଶୂରରେ ଏକ ସାଧାରଣ ସଭାରେ ଯୋଗଦେଇ ସାଂସଦ ପ୍ରତାପ ସିମହା କହିଛନ୍ତି କୃଷ୍ଣରାଜା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଏକ ବସ ଷ୍ଟପେଜ ଉପରେ ଗୁବନ୍ଦ(ଡୋମ୍ସ) ଆକାରର ଦୁଇଟି ଛୋଟ ଡୋମ୍ସ ଓ ଗୋଟିଏ ବଡ ଡୋମ୍ସ ରହିଛି । ଯାହା କେବଳ ମୁସଲିମ ସମ୍ପ୍ରଦାୟର ମସଜିଦରେ ଦେଖାଯାଇଥାଏ । ଏହି ବସ ଷ୍ଟପେଜକୁ ଭାଙ୍ଗିଦେବା ଆବଶ୍ୟକ । ଏଥିପାଇଁ ମୁଁ ସମ୍ବନ୍ଧୀତ ଅଧିକାରୀ ଇଞ୍ଜିନିୟର୍ସଙ୍କୁ ନିର୍ଦ୍ଦେଶ ଦେଇଛି । ଯଦି ଅଧିକାରୀ ଏହା ନକରନ୍ତି ତେବେ ସେ ନିଜେ ଜେସିବି ନେଇ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଏହାବି ପଢନ୍ତୁ- ଦୀପଗ୍ରେସ୍‌ ଏକ୍କା ପାଇବେ ଅର୍ଜୁନ ପୁରସ୍କାର, ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର

ସାଂସଦ ପ୍ରତାପ ସିମହା ଆହୁରି କହିଛନ୍ତି, ଯେଉଁଠି ଦୁଇଟି ଛୋଟ ଡୋମ୍ସ ଓ ଗୋଟିଏ ବଡ ଡୋମ୍ସ ଥାଏ, ତାହାକୁ ମସଜିଦ ବିବେଚନା କରାଯାଇଥାଏ । ମୁଁ ଅଧିକାରୀଙ୍କୁ 3 ରୁ 4 ଦିନ ସମୟ ଦେଇଛି । ସେ ଆହୁରି କହିଛନ୍ତି କି ମହୀଶୂରକୁ ବିକାଶ ପ୍ରଗତିରେ ଆଗେଇ ନେବାକୁ ଆହ୍ବାନ ଦେଇଛନ୍ତି । ମହୀଶୂର ରାଜା ରାଜୁଡା ସମୟର ବିରାଶଦ । ପ୍ରଶାସନ ଏହାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଯାହା ମଧ୍ୟ ନିର୍ମାଣ ହେବ କି ସରଞ୍ଚନା ହେବ ତାହା ଦେବୀ ଚାମୁଣ୍ଡେଶ୍ବରୀଙ୍କ ପ୍ରତି ଭକ୍ତି ଓ ପ୍ରତୀକ ହେବା ଆବଶ୍ୟକ । ଏବେ ଏହି ବସ ଷ୍ଟପେଜର ଫଟୋ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.