ETV Bharat / bharat

ଶୋଇବା ଘରେ ଗଞ୍ଜେଇ ଗଛ ଲଗାଇ ଯୁବକ ଗିରଫ

author img

By

Published : Feb 20, 2020, 12:37 AM IST

ନିଜ ଘରେ ଗଞ୍ଜେଇ ଗଛ ଲଗାଇ ଗିରଫ ହେଲେ ଯୁବକ । ନିର୍ମଲା ସହର ବାସିନ୍ଦା ମନୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେ ପ୍ରାୟ 8ଟି ଜମିରେ ଗଞ୍ଜେଇ ଗଛ ଲଗାଇଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Youth arrested for cultivating cannabis plant
ଶୋଇବା ଘରେ ଗଞ୍ଜେଇ ଗଛ ଲଗାଇ ଯୁବକ ଗିରଫ

ଥିରୁଅନନ୍ତପୁରମ୍: ନିଜ ଘରେ ଗଞ୍ଜେଇ ଗଛ ଲଗାଇ ଗିରଫ ହେଲେ ଯୁବକ । ନିର୍ମଲା ସହରବାସିନ୍ଦା ମନୁକୁ ଗିରଫ କରିଛି ଅବକାରୀ ବିଭାଗ । ସେ ପ୍ରାୟ 8ଟି ଜମିରେ ଗଞ୍ଜେଇ ଗଛ ଲଗାଇଥିବାର ଦେଖିବାକୁ ମିଳିଛି ।

ଶୋଇବା ଘରେ ଗଞ୍ଜେଇ ଗଛ ଲଗାଇ ଯୁବକ ଗିରଫ

ଗୋଟେ ଗଛର ଉଚ୍ଚତା ପ୍ରାୟ 40ସେମି ଲମ୍ବା । ଗଞ୍ଜେଇ ଗଛକୁ ପଡୋଶୀଙ୍କ ଠାରୁ ଲୁଚାଇବା ପାଇଁ ଅଭିଯୁକ୍ତ ଘର ଝରକା ତମ୍ବୁରେ ଘୋଡାଇ ରଖିଥିବା ବେଳେ ଆର୍ଟିଫିସିଆଲ ଲାଇଟ ପାଇଁ ଇଲେକ୍ଟ୍ରିକ୍ ଲାଇଟର ବ୍ୟବହାର କରିଥିଲେ । ତେବେ ଅଭିଯୁକ୍ତ ମନୁକୁ 1 ଲକ୍ଷ ଟଙ୍କା ଜରିମାନା ସହ 10 ବର୍ଷ ଜେଲ କାରାଦଣ୍ଡ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.