ETV Bharat / bharat

ଆତ୍ମହତ୍ୟା କରୁଥିବା 25 ପ୍ରତିଶତ ଲୋକଙ୍କ ମଧ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ: ଡବ୍ଲୁଏଚଓ - WHO

ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ ପକ୍ଷରୁ ବିଶ୍ବରେ ଆତ୍ମହତ୍ୟା କରୁଥିବା ଲୋକମାନଙ୍କ ଏକ ତଥ୍ୟ ଜାରି କରିଛି । ଯେଉଁଥିରେ ଆତ୍ମହତ୍ୟା କରୁଥିବା ବିଶ୍ବର 25 ପ୍ରତିଶତ ଲୋକଙ୍କ ମଧ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ଅଛନ୍ତି ବୋଲି ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jul 26, 2019, 11:13 PM IST

ନୂଆଦିଲ୍ଲୀ: ବିଶ୍ବରେ ପ୍ରତିବର୍ଷ 8 ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଏଥିସହ ପ୍ରତି 40 ସେକେଣ୍ଡରେ ବିଶ୍ବରେ କେହି ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଯାହାର ଏକ ରିପୋର୍ଟ ପ୍ରଦାନ କରିଛି ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍(ଡବ୍ଲୁଏଚଓ) ।

ତେବେ ଭାରତରେ ଆତ୍ମହତ୍ୟା ମାମଲାରେ ପ୍ରଥମ ମହାରାଷ୍ଟ୍ର ଥିବା ବେଳେ ତାମିଲନାଡୁ ଦ୍ବିତୀୟ ଏବଂ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଛି । ଡବ୍ଲୁଏଚଓ ଦ୍ବାରା ଜାରି କରାଯାଇଥିବା ବିଶ୍ବ ତଥ୍ୟ ଅନୁଯାୟୀ ଆତ୍ମହତ୍ୟା କରୁଥିବା ଲୋକ ମାନଙ୍କ ମଧ୍ୟରେ 15-29 ବର୍ଷ ବୟସର ଯୁବକ ଓ ଯୁବତୀ ସର୍ବାଧିକ ଅଛନ୍ତି ।

ଏଥିସହ 2016ରେ ଆତ୍ମହତ୍ୟା କରିଥିବା 79 ପ୍ରତିଶତ ଲୋକମାନଙ୍କ ମଧ୍ୟରେ ମଧ୍ୟମ ଆୟ କରୁଥିବା ଦେଶର ଲୋକ ସର୍ବାଧିକ ଅଛନ୍ତି । ଏହା କହିବା ଭୁଲ୍ ହେବନି ଯେ ବିକଶିତ ଦେଶ ତୁଳନାରେ ବିକାଶଶୀଳ ଦେଶର ଲୋକ ସର୍ବାଧିକ ଆତ୍ମହତ୍ୟା କରୁଛନ୍ତି ।

ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ଅଛି ଆତ୍ମହତ୍ୟା କରୁଥିବା ବିଶ୍ବର 25 ପ୍ରତିଶତ ଲୋକଙ୍କ ମଧ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ଅଛନ୍ତି ।

Intro:ପାଞ୍ଚ ଟି ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଜାରିBody:Braking _ପାଞ୍ଚ ଟି ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଜାରି। ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ଅନୁଗୁଳ, ସମ୍ବଲପୁର । ଏହି ପାଞ୍ଚ ଟି ଜିଲାରେ ଆଜି ଓ ଆସନ୍ତା କାଲି ଅତି ରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଆଞ୍ଚିଳିକ ପାଣିପାଗ ବିଭାଗ। ଅନ୍ୟ ପଟେ ରାଜ୍ୟ ର ବାକି ସବୁ ଜିଲ୍ଲା ରେ ବି ଅତି ରୁ ଅତି ପ୍ରବଳ ବର୍ଷା ନ ହେଲେ ବି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାଅନୁମାନ କରିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.