ETV Bharat / bharat

ଦିଲ୍ଲୀ ମେଟ୍ରୋ ଓ ଡିଟିସି ବସରେ ମହିଳା କରିବେ ମାଗଣା ଯାତ୍ରା - cost

ମେଟ୍ରୋ ଓ ଡିଟିସି ବସରେ ମହିଳାମାନେ ମାଗଣାରେ କରିପାରିବେ ଯାତ୍ରା । ଏନେଇ ଆଜି ଏକ ପ୍ରେସ କନଫରେନ୍ସ ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଫାଇଲ ଫଟୋ
author img

By

Published : Jun 3, 2019, 3:14 PM IST

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜରିୱାଲଙ୍କ ବଡ ଘୋଷଣା । ମେଟ୍ରୋ ଓ ଡିଟିସି ବସରେ ମହିଳାମାନେ ମାଗଣାରେ କରି ପାରିବେ ଯାତ୍ରା । ଏନେଇ ଆଜି ଏକ ପ୍ରେସ କନଫରେନ୍ସ ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କୌଣସି ମହିଳାଙ୍କ ଉପରେ ସବସିଡି ଲାଗୁହେବ ନାହିଁ । ଯେଉଁ ମହିଳାମାନେ ଟିକଟ କରିବା ପାଇଁ ସମର୍ଥ ସେମାନେ ନିଜ ଟିକଟ କରିପାରିବେ । ଆଉ ସେମାନଙ୍କୁ ସବସିଡି ନ ନେବାକୁ ଅନୁରୋଧ । ଯେଉଁମାନେ ସବସିଡି ଛାଡି ଦେଉଛନ୍ତି , ତାହା ହେଲେ ସେମାନଙ୍କୁ ଆମେ ଉତ୍ସାହିତ କରୁଛୁ । ତାଙ୍କ ଏହି ପଦକ୍ଷେପ ଦ୍ବାରା ଆଉ ଜଣେ ମହିଳା ଉପକୃତ ହେବେ ବୋଲି କହିଛନ୍ତି କେଜରିୱାଲ ।

କେଜ୍ରିୱାଲଙ୍କ କହିବାନୁଯାୟୀ ପ୍ରଥମେ ଟିକଟର ମୂଲ୍ୟ ନ ବଢାଇବାକୁ କେନ୍ଦ୍ରକୁ କୁହାଯାଇଥିଲା । କିନ୍ତୁ କେନ୍ଦ୍ରର ସହମତି ମିଳିନଥିଲା । ଏହାପରେ 50-50ର ପାର୍ଟନରସିପ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବର୍ଦ୍ଧିତ ମୂଲ୍ୟ ଉପରେ 50-50 ସବସିଡି ଲାଗୁ କରିବା ପାଇଁ କୁହାଯାଇଥିଲା । ଉଭୟ ମେଟ୍ରୋ ଓ ଡିଟିସି ବସରେ ଯାତ୍ରା କରିବା ପାଇଁ ଏହି ବାବଦରେ ସମସ୍ତ ରିପୋର୍ଟ ଦେବାକୁ ଏକ ସପ୍ତାହ ସମୟ ଦିଆଯାଇଛି ବୋଲି କହିଛନ୍ତି କେଜରିୱାଲ । 2ରୁ 3 ମାସ ଭିତରେ ଏହି ସୁବିଧା ଜନସାଧାରଣଙ୍କୁ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏହାସହ ଏହି ବାବଦରେ ଆମେ ଲୋକମାନଙ୍କ ମଧ୍ୟ ମତାମତ ଚାହୁଁଛୁ ବୋଲି ମଧ୍ୟ କହିଛନ୍ତି କେଜରିୱାଲ ।

Intro:Body:

dfdddh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.