ETV Bharat / bharat

‘ଭାଗୋ ଉଖାଡୋ’ ଅଭିଯାନ: ଗଞ୍ଜେଇ ଗଛ ଓପାଡି ଫିଙ୍ଗିଲେ ମହିଳା ଗୋଷ୍ଠୀ - destroying cannbis plants

ନିଶା ବିରୋଧରେ ଅଭିଯାନ । ଗଞ୍ଜେଇ ଗଛ ଉପାଡି ଫିଙ୍ଗିଲେ ମହିଳା ଗୋଷ୍ଠୀ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Aug 11, 2019, 1:53 PM IST

ହିମାଚଳପ୍ରଦେଶ: ନିଶାକୁ ବିରୋଧ କରି ଡାକୋଲାଡ ଗ୍ରାମର ମହିଳା ମଣ୍ଡଳ ଗଞ୍ଜେଇ ଗଛ ଓପାଡି ଫିଙ୍ଗିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବାରୁ ଏହାକୁ ବିରୋଧ କରିଥିଲେ ମହିଳା ଗୋଷ୍ଠୀ । ନିଶା ବିରୋଧ କ୍ୟାମ୍ପେନିଂ କରି ଶତାଧିକ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ।

ମହିଳା ମଣ୍ଡଳର ଜଣେ ସଦସ୍ୟଙ୍କ କହିବାନୁସାରେ, ସ୍ଥାନୀୟ ଯୁବକ ଗଞ୍ଜେଇକୁ ବହୁଳ ମାତ୍ରାରେ ସେବନ କରୁଥିଲେ । ସହଜରେ ଗଞ୍ଜେଇ ମିଳିଯାଉଥିବାରୁ ଯୁବକମାନେ ଅଧିକ ନିଶା ସେବନ କରୁଥିଲେ ସେଥିପାଇଁ ମହିଳା ମଣ୍ଡଳ ‘ଭାଗୋ ଉଖାଡୋ’ ଅଭିଯାନରେ ଏହି କ୍ୟାମ୍ପେନିଂ କରିଛନ୍ତି । ଏହାସହ ଯୁବକମାନେ ନିଶାରେ ଜୀବନ ନଷ୍ଟ ନକରି ଦେଶ ଗଠନରେ ଯୋଗଦାନ ଦେବେ ବୋଲି ଅନ୍ୟଜଣେ ସଦସ୍ୟ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.