ETV Bharat / bharat

ପରକୀୟା ପ୍ରୀତି: ଚପଲରେ ମାଡ ଖାଇଲେ ସ୍ବାମୀ ଓ ପ୍ରେମିକା

ପରକୀୟା ପ୍ରୀତି ଯୋଗୁଁ ଉଭୟେ ସ୍ବାମୀ ଓ ପ୍ରେମିକାଙ୍କୁ ନିର୍ଦ୍ଦୁମ ଛେଚିଛନ୍ତି ମହିଳା । ଘଟଣାଟି ଘଟିଛି ହାଇଦ୍ରାବାଦ ସହରର ପ୍ରଗତି ନଗରରେ ।

author img

By

Published : Jul 26, 2019, 3:03 AM IST

ଫଟୋ ସୌଜନ୍ୟ- ଏଏନଆଇ

ହାଇଦ୍ରାବାଦ: ବିବାହ ପରେ ବି ସ୍ବାମୀଙ୍କର ଅନ୍ୟ ଏକ ଯୁବତୀଙ୍କ ସହ ଥିଲା ଅନୈତିକ ସମ୍ପର୍କ। ଯାହାର ପର୍ଦ୍ଦାଫାଶ ପରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଘଟଣାଟି ଘଟିଛି ହାଇଦ୍ରାବାଦ ସହରର ପ୍ରଗତି ନଗରରେ । ପରକୀୟା ପ୍ରୀତି ଯୋଗୁଁ ଉଭୟେ ସ୍ବାମୀ ଓ ପ୍ରେମିକାଙ୍କୁ ନିର୍ଦ୍ଦୁମ ଛେଚିଛନ୍ତି ମହିଳା ।

ସୂଚନା ଅନୁସାରେ, ଲକ୍ଷ୍ମଣ ନାମକ ଏହି ବ୍ୟକ୍ତି ଜଣଙ୍କ ସୌଜନ୍ୟା ନାମକ ମହିଳାଙ୍କୁ ବିବାହ କରିଥିଲେ। ଏହାଛଡା ଏହି ଦମ୍ପତିଙ୍କର ଦୁଇଟି ଶିଶୁ ମଧ୍ୟ ଅଛନ୍ତି । ମାତ୍ର ଲକ୍ଷ୍ମଣ ଏହାରି ମଧ୍ୟରେ ଅନ୍ୟ ଜଣେ ଯୁବତୀ ଅନୁସାଙ୍କ ଭଲ ପାଉଥିଲେ ଓ କିଛି ଦିନ ହେବ ସେହି ଯୁବତୀଙ୍କ ସହ ଏକାଠି ରହୁଥିଲେ ।

ତେବେ ଏ ଖବର ପାଇ ନିଜ ରାଗକୁ ବରଦାସ୍ତ କରିପାରିନଥିଲେ ସୌଜନ୍ୟା । ସିଧା ପହଞ୍ଚିଥିଲେ ସ୍ବାମୀ ଓ ପ୍ରେମିକା ରହୁଥିବା ସ୍ଥାନରେ । କିଛି ସମୟ ଧରି ବଚସା ହେବା ପରେ ଉଗ୍ର ରୂପ ନେଇଥିଲା ଘଟଣା । ମାଡ ମରାମରି ସହ ଚପଲରେ ମହିଳା ଜଣଙ୍କ ନିଜ ସ୍ବାମୀ ଓ ଯୁବତୀଙ୍କୁ ପିଟିଥିଲେ।

ତେବେ ଏହି ସମୟରେ କିଛି ସମ୍ପର୍କୀୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପୋଲିସ ଖବର ପାଇଁ ସମସ୍ତଙ୍କୁ ଅଟକ ରଖିଥିବା ବେଳେ ଉଭୟ ପଟୁ କୌଣସି ମାମଲା ଦାୟର ହୋଇନଥିବା ଜଣାପଡିଛି।

Intro:Body:

ପରକୀୟା ପ୍ରୀତି: ଚପଲରେ ମାଡ ଖାଇଲେ ସ୍ବାମୀ ଓ ପ୍ରେମିକା

ହାଇଦ୍ରାବାଦ: ବିବାହ ପରେ ବି ସ୍ବାମୀଙ୍କର ଅନ୍ୟ ଏକ ଯୁବତୀଙ୍କ ସହ ଥିଲା ଅନୈତିକ ସମ୍ପର୍କ। ଯାହାର ପର୍ଦ୍ଦାଫାଶ ପରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଘଟଣାଟି ଘଟିଛି ହାଇଦ୍ରାବାଦ ସହରର ପ୍ରଗତି ନଗରରେ । ପରକୀୟା ପ୍ରୀତି ଯୋଗୁଁ ଉଭୟେ ସ୍ବାମୀ ଓ ପ୍ରେମିକାଙ୍କୁ ନିର୍ଦ୍ଦୁମ ଛେଚିଛନ୍ତି ମହିଳା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.