ETV Bharat / bharat

ସୋପିଆନରେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା

ଜମ୍ମୁକାଶ୍ମୀର ସୋପିଆନ ଜିଲ୍ଲାରେ ଆତଙ୍କୀ ହମଲା । ଏଥର ଟାର୍ଗେଟରେ କୌଣସି ଯବାନ ନୁହଁନ୍ତି ବରଂ ମହିଳା ପୋଲିସ ଅଧିକାରୀ । ଆତଙ୍କବାଦୀ ମାନେ ମହିଳା ପୋଲିସ ଅଧିକାରୀଙ୍କ ଘର ଉପରେ ଗୁଳି ଚାଳନା କରିବା ସହ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

author img

By

Published : Mar 17, 2019, 10:38 PM IST

ସୋସିଆଲ ମିଡିଆ

ଶ୍ରୀନଗର: ଜମ୍ମୁକାଶ୍ମୀର ସୋପିଆନ ଜିଲ୍ଲାରେ ଆତଙ୍କୀ ହମଲା । ଏଥର ଟାର୍ଗେଟରେ କୌଣସି ଯବାନ ନୁହଁନ୍ତି ବରଂ ମହିଳା ପୋଲିସ ଅଧିକାରୀ । ଆତଙ୍କବାଦୀ ମାନେ ମହିଳା ପୋଲିସ ଅଧିକାରୀଙ୍କ ଘର ଉପରେ ଗୁଳି ଚାଳନା କରିବା ସହ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

ମହିଳା ପୋଲିସ ଅଧିକାରୀ ଜଣକ ହେଲେ ଏସପିଓ ଖୁସବୋ ଜାନ । ଘଟଣା ପରେ ଅଧିକାରୀ ଜଣଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Intro:ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଛକ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛି ।୫୭ ନମ୍ବର ଜାତୀୟ ରାଜପଥ ରେ ଦୈନିକ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏନେଇ କୌଣସି ଜନସଚେତନତା କିମ୍ବା କୌଣସି ଠୋସ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।

Body:ଆଜି ସକାଳ ପ୍ରାୟ୧୦ ଟା ସମୟରେ ଖୁଣ୍ଟବନ୍ଧ ର ମଦନ ବେହେରା(୨୪ବର୍ଷ) ଓ ସୁଶାନ୍ତ ନାଗ(୨୪ବର୍ଷ) କୌଣସି କାର୍ଯ୍ୟରେ ଜହ୍ନାପଙ୍କ କୁ ମୋଟର ସାଇକେଲରେ ଯାଉଥିବା ବେଳେ ବୁରକଟା ଛକରେ ଭାରସାମ୍ୟ ହରାଇ କଡରେ ଥିବା ଗଛରେ ପିଟି ହୋଇଥିଲେ । ମଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି । ଗତ କାଲି ମଧ୍ୟ ଅନୁରୂପ ଭାବରେ ପୁରୁଣାକଟକ ଠାରେ ଏଭଳି ଦୁର୍ଘଟଣା ରେ ରାମ୍ଭିକଟା ଗ୍ରାମର ଭାଗୀରଥି ସେଠୀଙ୍କ ମୃତ୍ୟୁ ହୋଇଥିଲା । କେବଳ କାଗଜପତ୍ର ରେ ତଥା ସ୍ଲୋଗାନ ମଧ୍ୟରେ ସଡକ ସୁରକ୍ଷା ସୀମିତ ରହୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.