ETV Bharat / bharat

ଆମ୍ବଗଛ କାଟି ମହିଳା ଗିରଫ

ଉତ୍ତର ପ୍ରଦେଶରେ ଘଟିଛି ଏକ ରୋଚକପୂର୍ଣ୍ଣ ଘଟଣା । ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଆଚମ୍ବିତ । ଆମ୍ବଗଛ କାଟିଥିବାରୁ ଜଣେ ମହିଳା ହୋଇଛନ୍ତି ଗିରଫ । ଅଧିକ ପଢନ୍ତୁ...

author img

By

Published : Mar 6, 2020, 10:09 AM IST

cutting mango trees
ଆମ୍ବଗଛ କାଟି ମହିଳା ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଘଟିଛି ଏକ ରୋଚକପୂର୍ଣ୍ଣ ଘଟଣା । ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଆଚମ୍ବିତ । ଆମ୍ବଗଛ କାଟିଥିବାରୁ ଜଣେ ମହିଳା ହୋଇଛନ୍ତି ଗିରଫ । ହଁ ଆପଣ ଠିକ୍‌ ପଢିଲେ । ଆମ୍ବଗଛ କାଟିଥିବାରୁ ଜଣେ ମହିଳାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ ।

ଉତ୍ତର ପ୍ରଦେଶର ଦେଶନଗରରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ମହିଳା ଜଣଙ୍କ 18ଟି ଆମ୍ବଗଛ କାଟିଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ସହିତ ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ଗରିଫ କରିଛି ପୋଲିସ ।

ଉତ୍ତର ପ୍ରଦେଶ ବୃକ୍ଷ ସଂରକ୍ଷଣ ଆଇନ ଅନୁସାରେ ମାମଲା ରୁଜୁ ହେବା ସହ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ସୌଜନ୍ୟ: IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.