ETV Bharat / bharat

ପବିତ୍ର ରଥଯାତ୍ରା: ଛୁଟୁଛି ଶୁଭେଚ୍ଛାର ସୁଅ

author img

By

Published : Jun 23, 2020, 7:30 AM IST

Updated : Jun 23, 2020, 9:34 AM IST

ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜିତ ହେଉଛି । କୋରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ବିନା ଭକ୍ତରେ ଗଡିବ ମହାପ୍ରଭୁଙ୍କ ରଥ ।

ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ  ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ପବିତ୍ର ଘୋଷଯାତ୍ରା । ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜିତ ହେଉଛି । କୋରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ବିନା ଭକ୍ତରେ ଗଡିବ ମହାପ୍ରଭୁଙ୍କ ରଥ । ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ପବିତ୍ର ରଥଯାତ୍ରା: ଛୁଟୁଛି ଶୁଭେଚ୍ଛାର ସୁଅ
ଫଟୋ ସୌଜନ୍ୟ:ଟ୍ବିଟର@narendramodi

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାସ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

puri
ଫଟୋ ସୌଜନ୍ୟ:ଟ୍ବିଟର@rashtrapatibhvn
puri
ଫଟୋ ସୌଜନ୍ୟ:ଟ୍ବିଟର@VPSecretariat

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସମସ୍ତଙ୍କୁ ଟ୍ବିଟ କରି ପବିତ୍ର ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି ।

puri
ଫଟୋ ସୌଜନ୍ୟ:ଟ୍ବିଟର@dpradhanbjp

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧିର କାମନା କରିଛନ୍ତି ।

puri
ଫଟୋ ସୌଜନ୍ୟ:ଟ୍ବିଟର@@AmitShah

ଆହୁରି ମଧ୍ୟ ଓଡିଆ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘୋଷଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

puri
ଫଟୋ ସୌଜନ୍ୟ:ଟ୍ବିଟର@@pcsarangi

Last Updated : Jun 23, 2020, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.