ETV Bharat / bharat

ଶୁଭଫଳ ପ୍ରାପ୍ତି ପାଇଁ ପୁତ୍ରଦା ଏକାଦଶୀରେ କରନ୍ତୁ ଏହି କାର୍ଯ୍ୟ

ବିଭିନ୍ନ ଏକାଦଶୀ ମଧ୍ୟରୁ ପୁତ୍ରଦା ଏକାଦଶୀର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଏକାଦଶୀ ବ୍ରତରେ କଣ କରିବା ଉଚିତ ଏବଂ କଣ ଅନୁଚିତ । ଜାଣିବା ପାଇଁ ପଢନ୍ତୁ ।

ଶୁଭଫଳ ପ୍ରାପ୍ତି ପାଇଁ ପୁତ୍ରଦା ଏକାଦଶୀରେ କରନ୍ତୁ ଏହି କାର୍ଯ୍ୟ
ଶୁଭଫଳ ପ୍ରାପ୍ତି ପାଇଁ ପୁତ୍ରଦା ଏକାଦଶୀରେ କରନ୍ତୁ ଏହି କାର୍ଯ୍ୟ
author img

By

Published : Jan 6, 2020, 5:04 AM IST

ହାଇଦ୍ରାବାଦ: ସନାତନ ଧର୍ମରେ ଏକାଦଶୀର ବିଶେଷ ମହତ୍ତ୍ବ ରହିଛି । ଶାସ୍ତ୍ରରେ ଏକାଦଶୀ ତିଥୀକୁ ଶୁଭ ଏବଂ ସର୍ବଶ୍ରେଷ୍ଠ ତିଥୀ ଅନୁସାରେ ବିବେଚନା କରାଯାଏ । ମାନ୍ୟତା ରହିଛି ଏହି ବ୍ରତ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ବିଭିନ୍ନ ଏକାଦଶୀ ମଧ୍ୟରୁ ପୁତ୍ରଦା ଏକାଦଶୀର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଏକାଦଶୀ ବ୍ରତରେ କଣ କରିବା ଉଚିତ ଏବଂ କଣ ଅନୁଚିତ । ଜାଣିବା ପାଇଁ ପଢନ୍ତୁ ।

ଏକାଦଶୀରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ପୌଷମାସ ଶୁକ୍ଳପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ ବୋଲି କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ବିଷ୍ଣୁ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ 24ଟି ଏକାଦଶୀରେ ଭାତ ଖାଇବା ବାରଣ ହୋଇଥାଏ । ତେଣୁ ଯେ କୌଣସି ଏକାଦଶୀରେ ଭତ ଖାଇବାରୁ ନିବୃତ୍ତ ରୁହନ୍ତୁ ।

ପୁତ୍ରଦା ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ସମର୍ପଣ ଭାବରେ ପୂଜାଅର୍ଚ୍ଚନା କରନ୍ତୁ । ଏହିଦିନ ବାକ୍ ସଂଯମତା ରକ୍ଷା କରନ୍ତୁ ।

ଘରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଅଯଥାରେ ଘରେ ଝଗଡା କରନ୍ତୁ ନାହିଁ ।

ଏହଦିନ ପ୍ରଭାତରୁ ଶୀଘ୍ର ବିଛଣା ଛାଡନ୍ତୁ । ସେହପରି ସନ୍ଧ୍ୟା ସମୟରେ ମଧ୍ୟ ଶୋଇବାରୁ ନିବୃତ୍ତ ରୁହନ୍ତୁ ।

ଏକାଦଶୀ ବ୍ରତ ଦିନ ଦାନ ନିଶ୍ଚୟ କରନ୍ତୁ ।

ଯଦି ସମ୍ଭବ ତେବେ ଏହିଦିନ ଗଙ୍ଗା ସ୍ନାନ କରନ୍ତୁ ।

ବିବାହରେ ବିଳମ୍ବ ହେଉଥିଲେ ଏହିଦିନ କେଶର, ହଳଦୀ କିମ୍ବା କଦଳୀ ଦାନ କରନ୍ତୁ ।

Intro:Body:

g

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.