ETV Bharat / bharat

ଭଗବାନ ରାମଙ୍କ ପୂଜା ପାଇଁ ପ୍ରସ୍ତୁତି ବେଳେ ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ - Ram Temple Foundation Stone

'ଭୁମି ପୂଜନ' ଅବସରରେ ରାମ ପୂଜା ପାଇଁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି ।

ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ
ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ
author img

By

Published : Aug 5, 2020, 3:27 PM IST

କୋଲକାତା: ପଶ୍ଚିମବଙ୍ଗର ମେଦିନାପୁର ସହରରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ଗୁଚାଇତ ଏବଂ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି । ସେମାନେ 'ଭୁମି ପୂଜନ' ଅବସରରେ ରାମ ପୂଜା ପାଇଁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି ।

କୋରୋନା ପାଇଁ ରାଜ୍ୟରେ ଲାଗୁ ଲକଡାଉନ ମଧ୍ୟରେ ମେଦିନାପୁର ସହରର ବିଭିନ୍ନ ସ୍ଥାନରେ ଭଗବାନ ରାମଙ୍କ ପୂଜା ପାଇଁ ଦଳ ପ୍ରସ୍ତୁତି କରୁଥିଲା । ପୋଲିସ ମେଦିନାପୁର ସହର ପହଞ୍ଚି ଗୁଚାଇଟ୍ ଏବଂ ଦଳର ଅନ୍ୟ କର୍ମୀଙ୍କୁ ଅଟକ ରଖିଥିଲା। ସେପଟେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥିବା ବିଜେପି ଜିଲ୍ଲା ସଭାପତି ସମିତ ଦାସ କହିଛନ୍ତି । ପୋଲିସ ଏଭଳି କାର୍ଯ୍ୟ ଜାରି ରଖିଲେ ଆମେ ଆଗାମି ଦିନରେ ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ବୁଧବାର ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.