ETV Bharat / bharat

ମୋବାଇଲ ଫଟୋଗ୍ରାଫିରେ ନୂଆ ପରିବର୍ତ୍ତନ ଆଣିବ ଭିଭୋ ଏକ୍ସ ସିରିଜ - ମୋବାଇଲ ଫଟୋଗ୍ରା

ଟେକ୍ନୋଲୋଜି ସହ ଏକ୍ସ ସିରିଜ ଫଟୋଗ୍ରାଫି ଦୁନିଆରେ ଏକ ଚତ୍ମକାର ପରିବର୍ତ୍ତନ ଆଣିବ । ୟୁଜର୍ସ ଏଚଡି କ୍ବାଲିଟି ଫଟୋ ଓ ଭିଡିଓ ଉଠାଇପାରିବେ । ଏହି ଫିଚର ଦ୍ବାରା ଅନେକ ଦୂର ଯାଏଁ ଫଟୋ ସ୍ପଷ୍ଟ ଭାବେ ଉଠାଇହେବ । ଅଧିକ ପଢନ୍ତୁ..

ମୋବାଇଲ ଫଟୋଗ୍ରାଫିରେ ନୂଆ ପରିବର୍ତ୍ତନ ଆଣିବ ଭିଭୋ ଏକ୍ସ ସିରିଜ

author img

By

Published : Jul 21, 2020, 6:54 AM IST

ହାଇଦ୍ରାବାଦ: ଭିଭୋ ଆଣୁଛି ନୂଆ ଏକ୍ସ ସିରିଜର ସ୍ମାର୍ଟଫୋନ୍ ମଡେଲ ଯାହା ମୋବାଇଲ ଫଟୋଗ୍ରାଫି ଦୁନିଆରେ ନୂଆ ପରିବର୍ତ୍ତନ ଆଣିବ । ଏନେଇ ଭିଭୋ ଇଣ୍ଡିଆ ବ୍ରାଣ୍ଡ ଷ୍ଟ୍ରାଟେଜିର ନିର୍ଦ୍ଦେଶକ ନିପୂନ ମାରୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏଥିରେ ଗିମ୍ବଲ ଷ୍ଟାବିଲାଇଜେସନ ଟେକ୍ନୋଲୋଜି, ନାଇଟ୍ କ୍ୟାମେରା, 60 ଏକ୍ସ ଜୁମ୍ ଏବଂ ଏକ୍ସ କ୍ଲାସ ଡିଜାଇନ ଫିଚର ରହିଛି ।

ଏ ସମସ୍ତ ଟେକ୍ନୋଲୋଜି ସହ ଏକ୍ସ ସିରିଜ ଫଟୋଗ୍ରାଫି ଦୁନିଆରେ ଏକ ଚତ୍ମକାର ପରିବର୍ତ୍ତନ ଆଣିବ । ୟୁଜର୍ସ ଏଚଡି କ୍ବାଲିଟି ଫଟୋ ଓ ଭିଡିଓ ଉଠାଇପାରିବେ । ଏହି ଫିଚର ଦ୍ବାରା ଅନେକ ଦୂର ଯାଏଁ ଫଟୋ ସ୍ପଷ୍ଟ ଭାବେ ଉଠାଇହେବ । ଏକ୍ସ ସିରିଜ ଦ୍ବାରା କମ୍ପାନୀ ପ୍ରିମିୟମ ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛି । ଭାରତୀୟଙ୍କ ପାଇଁ ଏହି ସିରିଜ ପୂର୍ବରୁ ଆସିବ ବୋଲି ଭିଭୋ ଘୋଷଣା କରିଥିଲା । ଦିଲ୍ଲୀ ସ୍ଥିତ ନୋଏଡା କାରଖାନାରେ ଏହାର ଉତ୍ପାଦ ହେବ ବୋଲି ସୂଚନା ରହିଛି । ନିକଟରେ ଜିଓମି ପରେ ଭିଭୋ ସ୍ମାର୍ଟଫୋନ୍ ମାର୍କେଟରେ ଦ୍ବିତୀୟ ସର୍ବାଧିକ ଲାଭ ପାଉଥିବା କମ୍ପାନୀ ପାଲଟିଥିଲା ।

ଏକ୍ସ 50 ପ୍ରୋ ଗିମ୍ବଲ ମଡ୍ୟୁଲରେ ତିଆରି ହୋଇଛି । ମୁଖ୍ୟ କ୍ୟାମେରାକୁ ସ୍ଥିରତା ଦେବାରେ ଏଥିରେ ରୋଟେସନ ଆଙ୍ଗେଲ ଏବଂ ଆଣ୍ଟି ସେକ୍ ବ୍ୟବସ୍ଥା ରହିଛି । ଫଟୋ ଉଠାଇବାବେଳେ ଫ୍ରେମକୁ ସ୍ଥିରତା ଦେବା ପାଇଁ ଏକ ସର୍କଲ ରହିଛି । ଭିଡିଓ ସ୍ପଷ୍ଟତା ପାଇଁ ସ୍ମାର୍ଟଫୋନରେ ଡି ବ୍ଲୋର ଆଲଗୋରିଦମ୍, କଷ୍ଟମ ସେନସର ଏବଂ ଲଗାତାର ଫୋକସ ଟ୍ରାକିଂ ବ୍ୟବସ୍ଥା ରହିଛି । ଏଥିରେ କ୍ବାଡ କ୍ୟାମେରା ବ୍ୟବସ୍ଥା ରହିଛି । ସ୍ମାର୍ଟଫୋନର 48 ମେଗାପିକ୍ସଲ ବ୍ୟାକ୍ କ୍ୟାମେରା ଅଛି । ଏଥିରେ ସୋନି ଆଇଏମଏକ୍ସ598 ପ୍ରାଇମେରୀ ସେନସର ଫୋକସ/1.6 ଲେନ୍ସ ସହ ଲାଗିଛି । ଏହାସହ ଏକ 8 ମେଗାପିକ୍ସଲ ସୁପର ୱାଇଡ୍ ଆଙ୍ଗଲ ସୁଟର 120 ଡିଗ୍ରୀ ଫିଲ୍ଡ ଭିୟୁ ସହ ଅଛି । ସେହିପରି 13 ମେଗାପିକ୍ସଲ ବୁକହେ ସୁଟର ସହ ଏକ ଫୋକସ/2.48 ଲେନ୍ସ ବ୍ୟବସ୍ଥା ମଧ୍ୟ ରହିଛି ।

8 ମେଗାପିକ୍ସଲ ଟେଲିସ୍କୋପିକ୍ ସୁଟର 60 ଏକ୍ସ ହାଇବ୍ରିଡ ଜୁମ୍ ସହ ଫୋନକୁ ହାଇଟେକ୍ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍ ଭାବେ ତିଆରି କରିଛି । ନିଜର ଅନ୍ୟ ସମସ୍ତ ମଡେଲ ଭଳି ଏହି ସିରିଜରେ ଭିଭୋ ଚତ୍ମକାର ଫ୍ରଣ୍ଟ କ୍ୟାମେରା ସୁବିଧା ଦେଇଛି । ଏଥିରେ 32 ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ସୁବିଧା ରହିଛି । ଜର୍ମାନ ଟେକ୍ନୋଲୋଜି ଦ୍ବାରା ଏହାର ଡିସପ୍ଲେ ତିଆରି ହୋଇଛି । ଏହାକୁ ଫୋଲ୍ଡ ଏବଂ ହୋଲ୍ଡ କରିବା ପାଇଁ ସ୍ବତନ୍ତ୍ର ସୁବିଧା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.