ହାଇଦ୍ରାବାଦ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଲେଖକ ରାମଚନ୍ଦ୍ର ଗୁହାଙ୍କୁ ଟାର୍ଗେଟ କରିଛନ୍ତି । ଟ୍ବିଟରରେ ଗୁହା ଗୁଜୁରାଟକୁ ସାଂସ୍କୃତିକ ଦୃଷ୍ଟିରୁ ଏକ ପଛୁଆ ପ୍ରଦେଶ ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ, ‘ଗୁଜୁରାଟ ଯଦିଓ ଆର୍ଥିକ ଦୃଷ୍ଟିରୁ ଉନ୍ନତ, ସାଂସ୍କୃତିକ ଦୃଷ୍ଟିରୁ ଏକ ପଛୁଆ ପ୍ରଦେଶ । ତେବେ ପଶ୍ଚିମବଙ୍ଗ ଆର୍ଥିକ ଦୃଷ୍ଟିରୁ ପଛୁଆ କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁ ଉନ୍ନତ ଅଟେ, ଏହାକୁ ଫିଲିପ୍ ସ୍ପ୍ରାଟ୍ 1939 ରେ ଲେଖିଥିଲେ’।
-
"Gujarat, though economically advanced, is culturally a backward province... . Bengal in contrast is economically backward but culturally advanced".
— Ramachandra Guha (@Ram_Guha) June 11, 2020 " class="align-text-top noRightClick twitterSection" data="
Philip Spratt, writing in 1939.
">"Gujarat, though economically advanced, is culturally a backward province... . Bengal in contrast is economically backward but culturally advanced".
— Ramachandra Guha (@Ram_Guha) June 11, 2020
Philip Spratt, writing in 1939."Gujarat, though economically advanced, is culturally a backward province... . Bengal in contrast is economically backward but culturally advanced".
— Ramachandra Guha (@Ram_Guha) June 11, 2020
Philip Spratt, writing in 1939.
ରୂପାନି ଏହି ଟ୍ବିଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ପୂର୍ବରୁ ବ୍ରିଟିଶ ଦେଶକୁ ବିଭାଜନ ଓ ଶାସନ କରିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଆଉ ଏକ ଦଳ ଯେଉଁମାନେ ଭାରତୀୟଙ୍କୁ ଭାଗ କରିବାକୁ ଚାହୁଁଛନ୍ତି । ଦେଶବାସୀ ଏଭଳି ହୀନ ଷଡଯନ୍ତ୍ରରେ ସାମିଲ ହେବେ ନାହିଁ । ଗୁଜୁରାଟ ମହାନ, ବଙ୍ଗଳା ମହାନ । ଭାରତ ଏକଜୁଟ ହୋଇରହିଛି । ଆମର ସାଂସ୍କୃତିକ ଭିତ୍ତିଭୂମି ଦୃଢ ଆମର ଆର୍ଥିକ ଆକାଂକ୍ଷା ଅଧିକ ।
-
Earlier it was the British who tried to divide and rule. Now it is a group of elites who want to divide Indians.
— Vijay Rupani (@vijayrupanibjp) June 11, 2020 " class="align-text-top noRightClick twitterSection" data="
Indians won’t fall for such tricks.
Gujarat is great, Bengal is great...India is united.
Our cultural foundations are strong, our economic aspirations are high. https://t.co/9mCuqCt7d1
">Earlier it was the British who tried to divide and rule. Now it is a group of elites who want to divide Indians.
— Vijay Rupani (@vijayrupanibjp) June 11, 2020
Indians won’t fall for such tricks.
Gujarat is great, Bengal is great...India is united.
Our cultural foundations are strong, our economic aspirations are high. https://t.co/9mCuqCt7d1Earlier it was the British who tried to divide and rule. Now it is a group of elites who want to divide Indians.
— Vijay Rupani (@vijayrupanibjp) June 11, 2020
Indians won’t fall for such tricks.
Gujarat is great, Bengal is great...India is united.
Our cultural foundations are strong, our economic aspirations are high. https://t.co/9mCuqCt7d1
ପ୍ରକାଶଥାଉକି, ଫିଲିପ ସ୍ପ୍ରାଟ ଜଣେ ବ୍ରିଟିଶ ଲେଖକ ତଥା ବୁଦ୍ଧିଜୀବୀ ଥିଲେ। ପ୍ରାରମ୍ଭରେ, ଭାରତରେ ବାମପନ୍ଥୀ ବିଚାରଧାରା ବ୍ୟାପକ କରିବା ପାଇଁ ବ୍ରିଟିଶ କମ୍ୟୁନିଷ୍ଟ ଇଣ୍ଟରନ୍ୟାସନାଲ (କମିନର୍ନ) ର ସାହାଯ୍ୟ ନେଇଥିଲା । ଫିଲିପ୍ ପରବର୍ତ୍ତୀ ସମୟରେ ମେକ୍ସିକୋ ଓ ଭାରତରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଏମ୍ଏନ୍ ରୟଙ୍କ ବନ୍ଧୁ ତଥା ସହକର୍ମୀ ଥିଲେ । ତାଙ୍କରି ଏକ ଉକ୍ତିକୁ ହିଁ ଲେଖକ ରାମଚନ୍ଦ୍ର ଗୁହା ଟ୍ବିଟ କରିଥିଲେ ।