ETV Bharat / bharat

ପତ୍ନୀଙ୍କୁ ଦାୟୀ କରି ଯବାନ କଲେ ଆତ୍ମହତ୍ୟା, ଭିଡିଓ ଭାଇରାଲ

ଉତ୍ତରପ୍ରଦେଶ ମେରଟ ଯବାନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ ।

suicide
ଯବାନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ
author img

By

Published : May 25, 2020, 4:49 PM IST

ଲକ୍ଷ୍ନୌ: ଯବାନଙ୍କ ଆହ୍ମହତ୍ୟା ପୂର୍ବର ଭିଡିଏ ଭାଇରାଲ । ଉତ୍ତରପ୍ରଦେଶ ମେରଟ ଯବାନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ ।

ଯବାନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ

ସୂଚନା ଅନୁଯାୟୀ, ଗତ ମେ 11ରେ ଯବାନ ବିଜୟ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । କିନ୍ତୁ ଆତ୍ମହତ୍ୟା ପୂର୍ବରୁ ବିଜୟ ଏକ ଭିଡିଓ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଭିଡିଓରେ ସେ ଖାତୌଲି ଥାନା ପୋଲିସ, ନିଜ ପତ୍ନୀ ଏବଂ ଶାଶୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ପ୍ରକୃତରେ ବିଜୟ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ଚାକିରିଆ ସ୍ତ୍ରୀ ଏବଂ ଶାଶୁଘର ମିଶି ତାଙ୍କୁ ହଇରାଣ କରୁଥିଲେ । ଏହାପରେ ପତ୍ନୀ ଖୌତଲୀରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେତେବେଳେ ଥାନା ଇନଚାର୍ଜଙ୍କ ବ୍ୟବହାର ତାଙ୍କୁ ଆହୁରି କଷ୍ଟ ଦେଇଥିଲା । ଯାହାକୁ ନେଇ ସେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ତେବେ ଭାଇରାଲ ଭିଡିଓ ଆଧାରରେ ମୃତ ବିଜୟଙ୍କ ପତ୍ନୀ ଶାଶୁଘର ଲୋକ ଏବଂ ପୋଲିସ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ଘରଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.