ETV Bharat / bharat

ରାମ ନବମୀର ଶୁଭେଚ୍ଛା ଜଣାଇଲେ ଉପ-ରାଷ୍ଟ୍ରପତି

ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ରାମନବମୀର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶ୍ରୀରାମଙ୍କ ଆଦେଶକୁ ଅନୁକରଣ କରିବାକୁ କହିଛନ୍ତି ।

vice president greets nation
ରାମ ନବମୀର ଶୁଭେଚ୍ଛା
author img

By

Published : Apr 2, 2020, 9:25 AM IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ରାମନବମୀର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶ୍ରୀରାମଙ୍କ ଆଦେଶକୁ ଅନୁକରଣ କରିବାକୁ କହିଛନ୍ତି ।

ରାମନବମୀର ପବିତ୍ର ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେବାସହ ଭାରତୀୟ ସମାନତା ପରମ୍ପରାରେ ଭଗବାନ ରାମଙ୍କୁ ଆଦର୍ଶ ପୁରୁଷ ବୋଲି କହିଛନ୍ତି ରାଷ୍ଟ୍ରପତି । ସମ୍ପୂର୍ଣ୍ଣ ମାନବତା ପ୍ରତି କରୁଣା, ନ୍ୟାୟ, ସତ୍ୟ, ନିଷ୍ଠା ଓ ସଂସ୍କାରର ସାକ୍ଷାତ ସ୍ବରୁପ ଏହି ପର୍ବ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମଦିନ ଭାବରେ ଏହି ପର୍ବକୁ ପାଳନ କରାଯାଇଥାଏ ।

ଶ୍ରୀରାମଙ୍କ ଆଦର୍ଶକୁ ଅନୁକରଣ କର । ନିଜ ଜୀବନରେ ତଥା ବିଶ୍ବର କଲ୍ୟାଣରେ ଏହାକୁ ନିଜର କର । ଆମେ ସେହି ବିଶ୍ବର ନିର୍ମାଣ କରିପାରିବା ଯେଉଁଠି ସମାବେଶ ଥିବା, ସମୃଦ୍ଧି ଥିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଏହି ପର୍ବ ଦେଶବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି, ସ୍ବାସ୍ଥ୍ୟ, ସନ୍ତୋଷ ଭରି ଦେଉ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.