ETV Bharat / bharat

ସାବାସ୍ ପୋଲିସ, ଭଉଣୀ ଶୁଦ୍ଧକ୍ରିୟାର କିଛି ସମୟ ପରେ ଡ୍ୟୁଟିରେ ଯୋଗଦାନ - କୋଭିଡ୍ 19

ଦେଶ କୋରୋନା ମହାଯୁଦ୍ଧ ଲଢୁଥିବା ବେଳେ ପୋଲିସ କର୍ମଚାରୀ ଜଣଙ୍କ ନିଜ ଭଉଣୀର ଶେଷକୃତ୍ତ୍ୟ ସମ୍ପନ୍ନ ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯାହାକି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛି।

police
ସାବାସ୍ ପୋଲିସ, ଭଉଣୀ ଶୁଦ୍ଧକ୍ରିୟାର କିଛି ସମୟ ପରେ ଡ୍ୟୁଟିରେ ଯୋଗଦାନ
author img

By

Published : Apr 20, 2020, 3:09 PM IST

ଗାନ୍ଧୀନଗର: ସମ୍ପର୍କ ପଛ କର୍ତ୍ତବ୍ୟ ଆଗ । ଯାହାକୁ ପ୍ରମାଣିତ କରିଛନ୍ତି ଗୁଜୁରାଟର ଜଣେ ପୋଲିସ କର୍ମଚାରୀ। ଦେଶ କୋରୋନା ମହାଯୁଦ୍ଧ ଲଢୁଥିବା ବେଳେ ପୋଲିସ କର୍ମଚାରୀ ଜଣଙ୍କ ନିଜ ଭଉଣୀର ଶେଷକୃତ୍ତ୍ୟ ସମ୍ପନ୍ନ ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯାହାକି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛି।

ଆମ୍ବାଲାଲା ମୋରାଜୀ ଭାଇ ନିଜ ଭଉଣୀ ମୃତ୍ୟୁର ମାତ୍ର କିଛି ସମୟରେ କାର୍ଯ୍ୟରେ ଯୋଗ ଦୋବକୁ ପହଞ୍ଚିଥିଲେ। ପୋଲିସ କର୍ମଚାରୀ ଜଣକ କୋରୋନା ଲକଡାଉନ ସମୟରେ ଅବିରତ ଭାବେ କାର୍ଯ୍ୟ କରି ସମସ୍ତଙ୍କୁ ନିୟମ ପାଳନ କରିବାକୁ ପ୍ରେରିତ କରିଛନ୍ତି।

କିନ୍ତୁ ଗତ ଶୁକ୍ରବାର ଭଉଣୀଙ୍କ ମୃତ୍ୟୁ ଖବର ଶୁଣିବାରେ ପରେ ମାତ୍ର କେଇ ଘଣ୍ଟା ଛୁଟି ନେଇ ପରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ଭଉଣୀ ବ୍ରେନ ଷ୍ଟୋକ୍ ରେ ପ୍ରାଣ ହରାଇଛନ୍ତି।

''ଉଭୟ ଭଉଣୀ ଅନ୍ତିମ ସଂସ୍କାରର ଯୋଗ ଦେବା ଓ ପୁର୍ନବାର କର୍ତ୍ତବ୍ୟ କରିବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । ଦେଶ ଯେତେବେଳେ ମହାମାରୀ କୋରୋନା ସହ ଲଢେଇ ଜାରି ରଖିଛି ସେ ସମୟରେ ଛୁଟି ନେବାକୁ ଚାହୁଁନାହାଁନ୍ତି'' ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.