ETV Bharat / bharat

ନିଲାମ ହେବ ସ୍ବାଧୀନତା ସଂଗ୍ରାମ ବେଳର ରାଇଫଲ

ଦୀର୍ଘ 150 ବର୍ଷର ସେବା ପ୍ରଦାନ ପରେ 'ପଏଣ୍ଟ 303 ଲି-ଏନଫିଲ୍ଡ ରାଇଫଲ'କୁ ନିଲାମ କରିବାକୁ ଯାଉଛି ଉତ୍ତରାଖଣ୍ଡ ପୋଲିସ । 1857ରେ ନିର୍ମିତ କରାଯାଇଥିଲା 'ପଏଣ୍ଟ 303 ଲି-ଏନଫିଲ୍ଡ ରାଇଫଲ' । ଅଧିକ ପଢନ୍ତୁ...

ନିଲାମ ହେବ ସ୍ବାଧୀନତା ସମୟର .303 ଲି-ଏନଫିଲ୍ଡ ରାଇଫଲ
ନିଲାମ ହେବ ସ୍ବାଧୀନତା ସମୟର .303 ଲି-ଏନଫିଲ୍ଡ ରାଇଫଲ
author img

By

Published : Jan 25, 2020, 11:47 PM IST

ଡେରାଡୁନ: ଦୀର୍ଘ 150 ବର୍ଷର ସେବା ପ୍ରଦାନ ପରେ 'ପଏଣ୍ଟ 303 ଲି-ଏନଫିଲ୍ଡ ରାଇଫଲ'କୁ ନିଲାମ କରିବାକୁ ଯାଉଛି ଉତ୍ତରାଖଣ୍ଡ ପୋଲିସ । ଦେଶର ସ୍ବାଧୀନତାଠାରୁ'ପଏଣ୍ଟ 303 ଲି-ଏନଫିଲ୍ଡ ରାଇଫଲ'ର ଉପଯୋଗ ହୋଇ ଅସୁଥିଲା । କିନ୍ତୁ ସୁରକ୍ଷା ବଳକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଲକ୍ଷ୍ୟ ରଖି ପୁରୁଣା ଅସ୍ତ୍ରକୁ ନିଲାମ କରାଯାଉଛି । ଉତ୍ତରାଖଣ୍ଡ ସରକାର ଏବେ ରାଜ୍ୟ ପୋଲିସକୁ INSAS ଏବଂ SLR ରାଇଫଲ ଉପଲବ୍ଧ କରାଇବା ପ୍ରକ୍ରିୟା ଜାରି ରଖିଛି ।

ନିଲାମ ହେବ ସ୍ବାଧୀନତା ସମୟର .303 ଲି-ଏନଫିଲ୍ଡ ରାଇଫଲ

ଶେଷରେ ଉତ୍ତରାଖାଣ୍ଡ ରାଜ୍ୟ ପୋଲିସ ଏବେ 'ପଏଣ୍ଟ 303 ଲି-ଏନଫିଲ୍ଡ ରାଇଫଲ' ସ୍ଥାନରେ ବ୍ୟବହାର କରିବାକୁ ଯାଉଛି ଆଧୁନିକ ଅସ୍ତ୍ରଶସ୍ତ୍ର କ୍ଷମତା ସମ୍ପନ୍ନ INSAS ଏବଂ SLR । ପ୍ରାୟ 15 ଦଶନ୍ଧି ପୁରୁଣା ରାଇଫଲ 1857ରେ ନିର୍ମିତ କରାଯାଇଥିଲା । ଏହି ରାଇଫଲ ପ୍ରଥମଥର ପାଇଁ 1914 ପ୍ରଥମ ବିଶ୍ବଯୁଦ୍ଧ ସମୟରେ ପ୍ରଦର୍ଶିତ କରାଯାଇଥିଲା । ସେବେଠାରୁ ଏହି ରାଇଫଲ ସମସ୍ତ ପ୍ରକାରର ଅପରେସନରେ ସେନାର ଯବାନଙ୍କ ସାଥ୍‌ ଦେଇଆସିଛି ।

Dear Team

Please find the translation below:

Uttarakhand Police to bid farewell to its “Dost” of 150 years

Dehradun: The three not three (303) rifle, which gained prominence and dominance during the British rule for its accuracy will soon be out of service from the Uttarakhand Police. The cops will be provided with INSAS rifle in place of these. Uttarakhand police took this call keeping in mind the need of the hour and technological enhancement.  

303 rifle was not maintained as required

Experts say that that 303 rifle was not given the due maintenance and it is one of the main reason for the rifle getting obsolete. Since independence, 303 rifle is being used only by Indian police departments, whereas, the rifle has become ineffective in front of most of the advanced weapons. With this is mind, the Governemnt thought it to be wise to stop the use of this rifle.  

British army first used the rifle
It is believed that the during the 1880 rule of the British empire, the 303 rifle came in the maximum use and prominence. During this time the rifle was used in many wars battles. 

Played a vital role in both the World Wars

303 rifle made in 1857 was extensively used in the first and the second World Wars as well as the 1962 (Indo-China) and 1971 (India-Pakistan) war too. With he advancement of weaponary, the rifle lost its shine. Retired from he army decades ago, the rifle now was being used only for guard duty in the Police force. The rifle whose 90% of the body is made out of wood, is at most times, a difficult task for the cops to handle and carry. On the other hand, the police at times has also to deal with Moaists and terrorists. With this in view, the police also needs to have advanced weapons.

5 member team is doing preparations

DG, Law and Order, Ashok Kumar said that, to initiate this process a five member team has been constituted and the team is making a detailed report on the same. As per the DG, INSAS and ASLR rifles have been introduced in the state to replace 303 rifle’s. In view of this, the proposal to completely do away with 303 rifles is being considered. 

regards

Ambuj Nautiyal

Managing Director

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.