ETV Bharat / bharat

ଉତ୍ତରାଖଣ୍ଡ ଜଳପ୍ରଳୟ: 95 ନିଖୋଜ ସୂଚୀରେ ଜଣେ ଓଡିଆ

author img

By

Published : Feb 9, 2021, 8:58 AM IST

ଗତ ରବିବାର ଉତ୍ତରାଖଣ୍ଡରେ ହୋଇଥିବା ଜଳ ପ୍ରଳୟକୁ 3ଦିନ ବିତିଯାଇଛି। 3ଦିନ ହେଲା ଦିନ ରାତି ଏକ କରି ଉଦ୍ଧାରକାରୀ ଦଳ ଜାରି ରଖିଛନ୍ତି ଉଦ୍ଧାରକାର୍ଯ୍ୟ ପ୍ରକ୍ରିୟା । ତେବେ ଏହି ପ୍ରଳୟରେ ନିଖୋଜ ମାନଙ୍କ ମଧ୍ୟରେ ଜଣେ ଓଡିଶାର ପୁଅ ରହିଛନ୍ତି । ତାଙ୍କର ନାଁ ହେଲା ନାଗେନ୍ଦ୍ର ଦାସ । ପିତା ରବିନ୍ଦ୍ରନାଥ ମିଶ୍ର । ଘର ଭଦ୍ରକ ଜିଲ୍ଲା କୁଦକାନ୍ତି ଅଞ୍ଚଳର ବୋଲି ସୂଚୀରେ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଜଳପ୍ରଳୟ: 95 ନିଖୋଜ ସୂଚୀରେ ଜଣେ ଓଡିଆ
ଉତ୍ତରାଖଣ୍ଡ ଜଳପ୍ରଳୟ: 95 ନିଖୋଜ ସୂଚୀରେ ଜଣେ ଓଡିଆ

ଡେରାଡୁନ: ଗତ ରବିବାର ଉତ୍ତରାଖଣ୍ଡରେ ହୋଇଥିବା ଜଳ ପ୍ରଳୟକୁ 3 ଦିନ ବିତିଯାଇଛି। 3 ଦିନ ହେଲା ଦିନ ରାତି ଏକ କରି ଉଦ୍ଧାରକାରୀ ଦଳ ଜାରି ରଖିଛନ୍ତି ଉଦ୍ଧାରକାର୍ଯ୍ୟ ପ୍ରକ୍ରିୟା । ତେବେ ଇତି ମଧ୍ୟରେ 26 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ 197ଜଣଙ୍କ କୌଣସି ପତ୍ତା ମିଳୁ ନାହିଁ । ତେବେ ପ୍ରଶାସନ 95ଜଣ ନିଖୋଜ ବ୍ୟକ୍ତିଙ୍କ ସୂଚୀ ଜାରି କରିଛି । ତେବେ ସେହି 95ଜଣଙ୍କ ମଧ୍ୟରେ ଜଣେ ଓଡିଶାର ପୁଅ ରହିଛନ୍ତି ।

ତାଙ୍କର ନାଁ ହେଲା ନାଗେନ୍ଦ୍ର ଦାସ । ପିତା ରବିନ୍ଦ୍ରନାଥ ମିଶ୍ର । ଘର ଭଦ୍ରକ ଜିଲ୍ଲା କୁଦକାନ୍ତି ଅଞ୍ଚଳର ବୋଲି ସୂଚୀରେ ଉଲ୍ଲେଖ ରହିଛି । ଓଡିଶା ସମେତ ୟୁପି, ହରିଆଣା, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ପଞ୍ଜାବର ଶ୍ରମିକ ରହିଛନ୍ତି ।

ତେବେ 95ଜଣଙ୍କ ମଧ୍ୟରେ 35ଜଣ ୟୁପିର ଶ୍ରମିକ ରହିଛନ୍ତି । ମୃତକ 26 ଜଣଙ୍କ ମଧ୍ୟରେ 24ଜଣଙ୍କ ପରିଚୟ ମିଳି ପାରିନାହିଁ । ଏବେ ବି 25ରୁ 30ଜଣ ଶ୍ରମିକ ଏବେ ବି ସୁଡଙ୍ଗରେ ଫଶି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.