ETV Bharat / bharat

ଜାଣନ୍ତୁ, ଆପଣଙ୍କ ସ୍ବାସ୍ଥ୍ୟ ଓ ସ୍କିନ ପାଇଁ କେତେ ଲାଭଦାୟକ ଅଞ୍ଜିର

ଅଞ୍ଜିର ବା ଫିଗସ ହେଉଛି ଏକ ଅତି ପ୍ରସିଦ୍ଧ ଶୁଖିଲା ଫଳ ଯାହାକି ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । କ୍ଷୀରରେ ଭିଜାଇବା କିମ୍ବା ଫୁଟାଯାଇଥିବା ପାଣିରେ ମିଶାଇବା ଭଳି ଅନେକ ଉପାୟରେ ଅଞ୍ଜିରକୁ ଖାଇ ପାରିବେ । ଅଧିକ ପଢନ୍ତୁ...

ଜାଣାନ୍ତୁ, ଆପଣଙ୍କ ସ୍ବାସ୍ଥ୍ୟ ଓ ସ୍କିନ ପାଇଁ କେତେ ଲାଭଦାୟକ ଅଞ୍ଜିର

author img

By

Published : May 31, 2020, 2:59 PM IST

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ଲୋକଙ୍କୁ ସାଧାରଣତଃ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ବିଶେଷକରି ଯେଉଁମାନଙ୍କର ଶୁଷ୍କ ଚର୍ମ । ଏହି ଦିନ ମାନଙ୍କରେ ଅନେକ ସମୟରେ ବ୍ରଣ ତ୍ବଚାରେ ହୋଇଥାଏ । ତେବେ ଅଞ୍ଜିର ବା ଫିଗସ ହେଉଛି ଏପରି ଏକ ଜିନିଷ ଯାହାକୁ ବ୍ୟବହାର କରି ଆପଣ କିପରି ନିଜ ଚର୍ମକୁ ସୁସ୍ଥ ରଖିପାରିବେ ।

ଅଞ୍ଜିର ହେଉଛି ଏକ ଅତି ପ୍ରସିଦ୍ଧ ଶୁଖିଲା ଫଳ ଯାହାକି ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ଡାଏଟିସିଆନ ମାନେ ଖାଦ୍ୟରେ ଅଞ୍ଜିର ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥାନ୍ତି । ଏହାକୁ କ୍ଷୀରରେ ଭିଜାଇବା କିମ୍ବା ଫୁଟାଯାଇଥିବା ପାଣିରେ ମିଶାଇବା ଭଳି ଅନେକ ଉପାୟରେ ଖାଇ ପାରିବେ । ଲୋକମାନେ ଏହାକୁ ବର୍ଫି ଏବଂ ପେଡା ତିଆରି କରିବା ପାଇଁ ମଧ୍ୟ ବ୍ୟବହାର କରନ୍ତି ।

ଚର୍ମ ପାଇଁ ଅଞ୍ଜିର କିପରି ବ୍ୟବହାର କରିବେ

2ଟି ଅଞ୍ଜିର ନେଇ କ୍ଷୀରରେ ମିଶାନ୍ତୁ । ଏହା ପରେ ଏହାକୁ ନିଜ ମୁହଁରେ ମାଲିସ କରନ୍ତୁ । କିଛି ସମୟ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବ । ଅଧିକ ଫାଇଦା ପାଇଁ ଆପଣ ଏହାର ଫେସ ପ୍ୟାକ ତିଆରି କରି ନିୟମିତ ବ୍ୟବହାର କରିପାରିବେ । ଏହା ନିଶ୍ଚିତ ଭାବେ ଆପଣଙ୍କ ତ୍ୱଚା ପାଇଁ ଖୁବ ଲାଭଦାୟକ ଅଟେ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ

ଫାଇବରରେ ଭରପୂର ଥିବା ଏହି ଅଞ୍ଜିର ଫଳ ଅନ୍ତନଳୀ ସମସ୍ୟା ପାଇଁ ଭଲ ଏବଂ କୋଷ୍ଠକାଠିନ୍ୟକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ । କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଅଞ୍ଜିର ଖାଆନ୍ତୁ ।

ହାଡକୁ କରେ ଶକ୍ତ

ସୁସ୍ଥ ହାଡ ପାଇଁ କ୍ୟାଲସିୟମ ହେଉଛି ମୁଖ୍ୟ ଉପାଦାନ । ଆଉ ଅଞ୍ଜିର ଏଥି ପାଇଁ ଏକ ଭଲ ପ୍ରାକୃତିକ ଉତ୍ସ ଅଟେ । ଶରୀରରେ କ୍ୟାଲସିୟମ ପାଇଁ କେବଳ ଦୁଗ୍ଧଜାତ ଦ୍ରବ୍ୟ ଯଥେଷ୍ଟ ନୁହେଁ । ତେଣୁ, ଅଞ୍ଜିର ଖାଇବା ଦ୍ବାରା ଆପଣଙ୍କ ହାଡ ଶକ୍ତିଶାଳୀ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.