ETV Bharat / bharat

‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ଟ୍ରମ୍ପଙ୍କ ଥମ୍ବସ ଅପ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆୟୁଷ୍ମାନ ଖୁରାନାଙ୍କ ଦ୍ବାରା ଅଭିନୀତ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ଥମ୍ବସ ଅପ୍ ଦେଖାଇ ଗ୍ରେଟ୍ କମେଣ୍ଟ ଲେଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 22, 2020, 5:55 PM IST

Shubh Mangal Zyada Saavdhan"
ଶୁଭ ମଙ୍ଗଳ ଯାଦା ସାବଧାନକୁ ଟ୍ରମ୍ପଙ୍କ ଥମ୍ବ୍‌ସ ଅପ୍

ନୂଆଦିଲ୍ଲୀ: ଜଲି ମୁଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଗସ୍ତ ପାଇଁ ପ୍ରସ୍ତୁତିରୁ ଟିକେ ବାହାରି ବଲିଉଡର ମୁଭି ଦୁନିଆରେ ମୁଡ୍ ହାଲକା କରୁଛନ୍ତି ଟ୍ରମ୍ପ । ତେବେ ଭାରତ ଗସ୍ତ ପୂର୍ବରୁ ସେ ଏକ ଟ୍ବିଟ ପୋଷ୍ଟ କରି ନିଜର ଉତ୍ସାହ ପ୍ରକଟ କରିଥିଲେ । ସେ ବଲିଉଡର ସମଲିଙ୍ଗୀ ସମ୍ପର୍କ ଉରେ ଅଧାରିତ ଫିଲ୍ମକୁ ଥମ୍ବସ ଅପ୍ ଦେଖାଇ ‘ଗ୍ରେଟ’ କମେଣ୍ଟ ଲେଖିଛନ୍ତି ।

Shubh Mangal Zyada Saavdhan

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସମ୍ପଲିଙ୍ଗୀଙ୍କ ଅଧିକାର ପାଇଁ ଲଢୁଥିବା ପିଟର ତାତଚେଲଙ୍କ ଭାବନା ଓ ମତାମତକୁ ସମର୍ଥନ କରିବା ସହ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ଯାଦା ସାବଧାନ’କୁ ପ୍ରସଂଶା କରିଛନ୍ତି ।

ଶୁଭ ମଙ୍ଗଳ ଯାଦା ସାବଧାନକୁ ଟ୍ରମ୍ପଙ୍କ ଥମ୍ବସ ଅପ

ସୂଚନା ଥାଉକି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସର୍ବଦା ସମଲିଙ୍ଗୀଙ୍କ ଅଧିକାର ପାଇଁ ଓକିଲାତି କରିନଥାନ୍ତି । କିନ୍ତୁ ଯେଉଁ ସମୟରେ କିଛି ଦକ୍ଷିଣ ପନ୍ଥୀ ନେତା ଏହାକୁ ବିରୋଧ କରନ୍ତି ସେ ଏହାର ସମର୍ଥନରେ ବାହାରିଥାନ୍ତି ।

ଫେବୃଆରୀ 24 ଓ 25 ତାରିଖରେ ସରକାରୀ ଗସ୍ତରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତରେ ତାଙ୍କର ଭବ୍ୟ ସ୍ବାଗତ ପାଇଁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପତ୍ନୀ ମେଲାନିଆ ଏବଂ ଝିଅ ଜ୍ବାଇଁଙ୍କ ସହ ଅହମ୍ମଦାବାଦରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ବଲିଉଡ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ଯାଦା ସାବଧାନ’କୁ ନେଇ ଚାରିଆଡେ ଚର୍ଚ୍ଚା । ସମଲିଙ୍ଗୀ ସମ୍ପର୍କର କାହାଣୀକୁ ନେଇ ଗଢି ଉଠିଥିବା ଏହି ଫିଲ୍ମଟିକୁ କାଫି ପସନ୍ଦ କରୁଛନ୍ତି ଦର୍ଶକ । ତେବେ ବଲିଉଡରେ ଏପରି ଫିଲ୍ମ ନିର୍ମାଣକୁ ମଧ୍ୟ ସବୁଠାରୁ ସ୍ବାଗତ କରାଯାଇଛି ।

ଫିଲ୍ମରେ ଆୟୁଷ୍ମାନଙ୍କ ସହ ଜିତେନ୍ଦ୍ର କୁମାର, ଗଜରାଜ ରାଓ ଏବଂ ନିନା ଗୁପ୍ତା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.