ETV Bharat / bharat

ଆମେରିକା-ଇରାନ ବିବାଦ: ଇରାକ-ଇରାନ ଆକାଶରେ ଉଡିବନି ଭାରତୀୟ ବିମାନ - Iran-Iraq Airspace

ଇରାକ-ଇରାନ ଏୟାରସ୍ପେସରେ ଉଡିବନି ଭାରତୀୟ ଏୟାରଲାଇନ୍ସ । ଇରାନ ଓ ଆମେରିକା ବିବାଦ ପରେ ଏହାକୁ ଆଖିଆଗରେ ଏଭଳି ଆଡଭାଇଜରୀ ଜାରି କରିଛନ୍ତି ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ । ଅଧିକ ପଢନ୍ତୁ...

US-Iran Tensions
ଆମେରିକା-ଇରାନ ବିବାଦ
author img

By

Published : Jan 9, 2020, 9:01 PM IST

ନୂଆଦିଲ୍ଲୀ: ଇରାନ ଓ ଆମେରିକା ଭିତରେ ଥିବା ଟେନସନର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି । ଇରାନ ନିଜର ସୈନ୍ୟ ମୁଖ୍ୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା ଉପରେ ପାଲଟା ଜବାବ ଦେଉଛି । ଏହି ଟେନସନ ପରେ ଭାରତ ସରକାର ପ୍ରତିଶେଧ ମୂଳକ ନିଷ୍ପତ୍ତି ନେଇଛନ୍ତି ।

ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ଆଡଭାଇଜରୀ ଜାରି କରି ଭାରତୀୟ ବିମାନକୁ ଇରାକ-ଇରାନ ପଥରେ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିସିଏ ସମସ୍ତ ଅନ୍ତରାଷ୍ଟ୍ରୀୟ ଉଡାଣ ଭରୁଥିବା ଏୟାରଲାଇନ ଗୁଡିକୁ ନିର୍ଦ୍ଦେଶ ଜାରି କରି କହିଛନ୍ତିଯେ, ସେମାନେ ଇରନ-ଇରାକ ଏୟାରସ୍ପେସର ବ୍ୟବହାର ନକରନ୍ତୁ ।

ତେବେ ବୁଧବାର ଇରାନ ପକ୍ଷରୁ ଆମେରିକା ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ ପରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟ ପ୍ରାଚ୍ୟରେ ବୃଦ୍ଧି ପାଉଥିବା ହିଂସାକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ଅଧିକାରୀ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ, ଭାରତୀୟ ବିମାନ ଏହି ସମୟରେ ଉକ୍ତ ଦେଶ ଉପରେ ଉଡାଣ ଭରିବନି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.