ETV Bharat / bharat

ଆମେରିକୀୟ ସାଟେଲାଇଟରେ କଏଦ ହୋଇଛି ଗ୍ଲାସିୟରର 3ଡି ଚିତ୍ର, ଟ୍ବିଟ କଲା ସଂସ୍ଥା - ଉତ୍ତରାଖଣ୍ଡ ପ୍ରଳୟ

ଆମେରିକୀୟ ସାଟେଲାଇଟରେ କଏଦ ହୋଇଛି ଗ୍ଲାସିୟର ଧସିବାର 3ଡି ଚିତ୍ର କଏଦ ହୋଇଛି । ଅଧିକ ପଢନ୍ତୁ ....

ଆମେରିକୀୟ ସାଟେଲାଇଟରେ କୟଦ ହୋଇଛି ଗ୍ଲେସିୟର ଧସିବାର 3 ଡି ଚିତ୍ର,  ଟ୍ବିଟ କଲା ସଂସ୍ଥା

author img

By

Published : Feb 10, 2021, 8:48 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ହୋଇଥିବା ଭୟଙ୍କର ବିପର୍ଯ୍ୟୟର ଚତୁର୍ଥ ଦିନରେ ଏନଡିଆରଏଫ , ଏସଡିଆରଏଫ ଓ ସେନା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଅନୁସନ୍ଧାନକାରୀମାନେ ଏହି ଘଟଣାର କାରଣଗୁଡିକ ନିରନ୍ତର ଅଧ୍ୟୟନରେ ଲାଗିଛନ୍ତି ।

ଆମେରିକୀୟ ସାଟେଲାଇଟରେ କୟଦ ହୋଇଛି ଗ୍ଲେସିୟର ଧସିବାର 3 ଡି ଚିତ୍ର, ଟ୍ବିଟ କଲା ସଂସ୍ଥା

ଏହା ମଧ୍ୟରେ ଏକ ଆମେରିକୀୟ ସାଟେଲାଇଟରେ କଏଦ ହୋଇଛି ପ୍ରଳୟ ପୂର୍ବର ଗ୍ଲାସିୟରର 3 ଡି ଚିତ୍ର । ଆମେରିକୀୟ ସଂସ୍ଥା ପ୍ଲାନେଟ୍ ଲ୍ୟାବ୍ସ ଚାମୋଲିରେ ପୋଷ୍ଟ-ଗ୍ଲାସିଅର୍ ଧସିବାର ଏକ ଚିତ୍ର ସେୟାର ମଧ୍ୟ କରିଛି | ଏହି ଭିଡିଓରେ ପର୍ବତରେ ଶିଖରରେ ଥିବା ଧଳା ଗ୍ଲାସିୟର ସ୍ପଷ୍ଟ ଦେଖାଯାଉଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଉକ୍ତ ଅଞ୍ଚଳ ଦେଇ ଯାଉଥିବା ପ୍ଲାନେଟ୍ ଲ୍ୟାବ୍ର ସାଟେଲାଇଟ୍ ଦୁର୍ଘଟଣାର ଲାଇଭ୍ ଚିତ୍ର ଉଠାଇଛି, ଯାହା କମ୍ପାନୀ ପକ୍ଷରୁ ଟ୍ୱିଟରରେ ସେୟାର ମଧ୍ୟ କରାଯାଇଛି । ଏହା ସହିତ ଏହି ଦୁର୍ଘଟଣାର 3ଡି ଚିତ୍ର ମଧ୍ୟ ଉତ୍ତୋଳନ ହେବାରେ ସମ୍ଭବ ହୋଇଛି ।

ସେହିପରି ଗବେଷଣା ସଂସ୍ଥା ‘ ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟନ’ ଘଟଣାସ୍ଥଳକୁ ଏକ ଅନୁସନ୍ଧାନକାରୀ ଦଳ ପଠାଇଥିବା ଜଣାପଡିଛି । ଯାହା ଚାମୋଲିର ଅଦିନରେ ହୋଇଥିବା ବିପର୍ଯ୍ୟୟର କାରଣ ଖୋଜିବ । ଏଥିସହ ଖୁବ ଶୀଘ୍ର ଉତ୍ତରପ୍ରଦେଶ ସରକାର ଏକ କମିଟି ଗଠନ କରି ଘଟଣାର ଅନୁଧ୍ୟାନ ଆରମ୍ଭ କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.