ETV Bharat / bharat

ଶେଣୀଗୃହରେ ଧୁମ୍ରପାନ କରି ଫସିଲେ ଶିକ୍ଷକ - teacher suspend for smoking inside classroon

ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ କ୍ଲାସ ରୁମରେ ଧୁମ୍ରପାନ କରି ନିଲମ୍ବିତ । ଫଟୋ ଭାଇରାଲ ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ଫାଇଲ ଫଟୋ
author img

By

Published : Oct 6, 2019, 8:35 AM IST

ଲକ୍ଷ୍ନୌ: ଚାକିରି ନେଲା ଧୁମ୍ରପାନ । ଗତ ଶନିବାର ମହମ୍ମଦାବାଦର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ କ୍ଲାସ ରୁମରେ ସାଗାରେଟ ଟାଣି ନିଲମ୍ବିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଶନିବାର ଶିକ୍ଷକ ଜଣଙ୍କ କ୍ଲାସ ରୁମ୍ ଭିତରେ ସିଗାରେଟ ଟାଣିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ଆଧାରରେ ତର୍ଜମା କରାଯାଇ ଶିକ୍ଷକ ଜଣଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, କୌଣସି ଶିକ୍ଷକଙ୍କ କ୍ଲାସ ରୁମରେ ନିଶା ସେବନ କରିପାରିବେ ନାହିଁ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡିବ । ଯଦି ଏପରି କିଏ କରିବ ତାଙ୍କ ଉପରେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ନିଆଯିବ ।

Intro:Body:

dsvsdv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.