ETV Bharat / bharat

ସୋସିଆଲ ମିଡିଆରେ ଆଡଭାନୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ - objectionable social media post against lk advani

ସୋସିଆଲ ମିଡିଆରେ ପୂର୍ବତନ ଗୃହମନ୍ତ୍ରୀ ଏଲକେ ଆଡଭାନୀଙ୍କ ଆପତ୍ତିଜନକ ଫଟୋ ସେୟାର କଲେ ଏଏମୟୁର 2 ଛାତ୍ର । ତାଙ୍କ ବିରୋଧରେ ମାମଲା ରୁଜୁ ।

social media post against LK Advani
ସୋସିଆଲ ମିଡିଆରେ ଆଡଭାନୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ
author img

By

Published : Dec 8, 2019, 11:26 AM IST

ଲକ୍ଷ୍ନୌ: ସୋସିଆଲ ମିଡିଆରେ ପୂର୍ବତନ ଗୃହମନ୍ତ୍ରୀ ଏଲକେ ଆଡଭାନୀଙ୍କ ଆପତ୍ତିଜନକ ଫଟୋ ସେୟାର କରି ହରଡ଼ଘଣାରେ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଏଏମୟୁ)ର ଦୁଇ ଛାତ୍ର । ତଲହା ମନ୍ନା ଏବଂ ତାରିଜିଲ ଉସମାନୀ ଦୁଇ ଛାତ୍ରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ପୋଲିସ ସୂଚନା ଅନୁସାରେ ଏନେଇ ବିଜେପି ନେତା ପ୍ରତିକ ଚୌହାନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି ।

Intro:Body:

https://www.aninews.in/news/national/general-news/up-fir-against-two-persons-for-objectionable-social-media-post-against-lk-advani20191208082758/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.