ETV Bharat / bharat

କାର୍ ଟ୍ରକ ମୁହାମୁହିଁ ଧକ୍କା, 5 ମୃତ - କାର୍ ଟ୍ରକ ମୁହାମୁହିଁ ଧକ୍କା, 5 ମୃତ

ଗୁରୁବାର ଉତ୍ତରପ୍ରଦେଶର ହାଫିଜପୁର ଥାନା ନିକଟରେ କାର୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 12, 2019, 9:58 AM IST

Updated : Sep 12, 2019, 12:51 PM IST

ଲକ୍ଷ୍ନୌ: କାର୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହାଫିଜପୁର ଥାନା ନିକଟରେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ଏକ କାର ଦ୍ରୁତ ଗତିରେ ଆସି ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ କାରରେ ଥିବା 5 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ।

Intro:Body:

BLANK FOR LINK

Conclusion:
Last Updated : Sep 12, 2019, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.