ETV Bharat / bharat

ଦେଶରେ ବଢୁଛି କୋରୋନା, 5 ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jun 27, 2020, 7:22 AM IST

Updated : Jun 27, 2020, 10:13 AM IST

ଦେଶରେ ବଢୁଛି କୋରୋନା, 5 ଲକ୍ଷ ଛୁଇଁବ ସଂକ୍ରମିତ ସଂଖ୍ୟା

10:12 June 27

ଦେଶରେ ବଢୁଛି କୋରୋନା, 5 ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ରେକର୍ଡର ଶୀର୍ଷରେ ମହାମାରୀ କୋରୋନା । 24 ଘଣ୍ଟାରେ ସାଢେ 18,552 ଆକ୍ରାନ୍ତ । ଫଳରେ ମୋଟ ପଜେଟିଭ୍ ସଂଖ୍ୟା 508953କୁ ବୃଦ୍ଧି । ସେହିପରି ଗୋଟିଏ ଦିନରେ 384 ମୃତ । ମୃତ୍ୟୁ ସଂଖ୍ୟା 15, 685କୁ ବୃଦ୍ଧି । ଆରୋଗ୍ୟ ହେଲେଣି 295881 । 

06:30 June 27

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସରକାରୀ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ 490401 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି 15301 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 285637 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 189463ଟି ସକ୍ରିୟ ମାମଲା ରହିଛି । 

Last Updated : Jun 27, 2020, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.