ETV Bharat / bharat

କୋରୋନା ସତର୍କତା ଜାରି କଲା ୟୁଜିସି - University Grants Commissions issues advisory

କୋରୋନା ନେଇ ସତର୍କ ରହିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସମସ୍ତ ବିଶ୍ବବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି । ଅଧିକ ପଢନ୍ତୁ...

University Grants Commissions issues advisory to universities on Coronavirus
କୋରୋନା ସତର୍କତା ଜାରି କଲା ୟୁଜିସି
author img

By

Published : Mar 6, 2020, 11:06 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୋରୋନା ଆତଙ୍କ ସୃଷ୍ଟି କରିଛି । ତେଣୁ କୋରୋନା ନେଇ ସତର୍କ ରହିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସମସ୍ତ ବିଶ୍ବବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ।

ସଂକ୍ରମଣକୁ ରୋକିବାକୁ ବିଶ୍ବବିଦ୍ୟାଳୟରେ କୌଣସି ସ୍ଥାନରେ ଏକତ୍ରିତ ନହେବାକୁ ୟୁଜିସି ପରାମର୍ଶ ଦେଇଛି । ସେହିପରି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତ 28 ଦିନ ମଧ୍ୟରେ କୋରୋନା ସଂକ୍ରମିତ ଅଞ୍ଚଳକୁ ଭ୍ରମଣ କରିବାକୁ ଯାଇଥିଲେ ବା ପୀଡିତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ 14 ଦିନ ପାଇଁ ସ୍ବତନ୍ତ୍ର ଭାବେ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.