ETV Bharat / bharat

ଆଜି ସଂସଦୀୟ ସ୍ଥାୟୀ କମିଟିରେ ଉପସ୍ଥାପିତ ହେବ ‘ଅନୁଦାନ ଦାବି’

author img

By

Published : Feb 18, 2020, 12:19 PM IST

କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ ସଚିବ ଅଜୟ କୁମାର ଭଲ୍ଲ 2020-21 ବର୍ଷ ପାଇଁ ଅନୁଦାନ ଦାବି ଉପସ୍ଥାପିତ କରାଯିବ । ଅଧିକ ପଢନ୍ତୁ...

Union Home Secretary Ajay Kumar Bhalla will appear before the Parliamentary Standing Committee today and tomorrow.
ଆଜି ସଂସଦୀୟ ସ୍ଥାୟୀ କମିଟିରେ ଉପସ୍ଥାପିତ ହେବ ‘ଅନୁଦାନ ଦାବି’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ 2020-21 ବର୍ଷ ପାଇଁ ଅନୁଦାନ ଦାବି ଉପସ୍ଥାପିତ କରାଯିବ । ସଂସଦୀୟ ସ୍ଥାୟୀ କମିଟିରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲ ଏହାକୁ ଉପସ୍ଥାପିତ କରିବେ । ଦୁଇ ଦିନ ପାଇଁ ଗୃହ ସଚିବ ସଂସଦୀୟ ସ୍ଥାୟୀ କମିଟି ଆଗରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବିଧାନର ଧାରା 113 ଅନୁସାରେ ସରକାରଙ୍କ ଦ୍ବାରା ବାର୍ଷିକ ବ୍ୟୟର ଅଟକଳ କରାଯାଇଥାଏ । ଏହି ଅଟକଳକୁ ବାର୍ଷିକ ବିତ୍ତୀୟ ବିବରଣୀ ଭାବରେ ଲୋକସଭାରେ ଆଗତ କରାଯାଇଥାଏ । । ଯାହାକୁ ଅନୁଦାନ ଦାବି ବୋଲି କୁହାଯାଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.