ETV Bharat / bharat

ଇଟିଭି ଭାରତ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା, ଟ୍ବିଟରରେ ସ୍ଥାନୀତ କଲେ ଡ. ହର୍ଷବର୍ଦ୍ଧନ - ଟ୍ବିଟରରେ ସ୍ଥାନୀତ କଲେ ଡ. ହର୍ଷବର୍ଦ୍ଧନ

ଦେଶରେ କୋରୋନା ପ୍ରସଙ୍ଗରେ ଇଟିଭି ଭାରତ ସହ ଆଲୋଚନାକୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଇଟିଭି ଭାରତ ପକ୍ଷରୁ ପଚରାଯାଇଥିବା 3ଟି ପ୍ରଶ୍ନକୁ ସେ ଟ୍ବିଟରରେ ସ୍ଥାନୀତ କରିଛନ୍ତି । ଅଧିକ ପଢନ୍ତୁ...

ଇଟିଭି ଭାରତ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା, ଟ୍ବିଟରରେ ସ୍ଥାନୀତ କଲେ ଡ. ହର୍ଷବର୍ଦ୍ଧନ

author img

By

Published : May 14, 2020, 1:08 PM IST

ହାଇଦ୍ରାବାଦ: ଦେଶରେ କୋରୋନା ପ୍ରସଙ୍ଗରେ ଇଟିଭି ଭାରତ ସହ ଆଲୋଚନାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଇଟିଭି ଭାରତ ପକ୍ଷରୁ ପଚରାଯାଇଥିବା 3ଟି ପ୍ରଶ୍ନକୁ ସେ ଟ୍ବିଟରରେ ସ୍ଥାନୀତ କରିଛନ୍ତି ।

ଇଟିଭି ଭାରତ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା, ଟ୍ବିଟରରେ ସ୍ଥାନୀତ କଲେ ଡ. ହର୍ଷବର୍ଦ୍ଧନ
ଇଟିଭି ଭାରତ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା, ଟ୍ବିଟରରେ ସ୍ଥାନୀତ କଲେ ଡ. ହର୍ଷବର୍ଦ୍ଧନ

ଡାକ୍ତରଖାନାଗୁଡିକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଣ ଅପିଲ ରହିବ ପ୍ରସଙ୍ଗରେ ସେ କହିଛନ୍ତି, ମୁଁ କହିଲି ଯେ COVID19 ସହିତ ମୁକାବିଲା କରିବାରେ ବେସରକାରୀ ଡାକ୍ତରଖାନାଗୁଡ଼ିକ ନିଜର ଆନ୍ତରିକତା ଦେଖାଇବା ଉଚିତ ।’ ଏହା ସହ ନିଜର ପ୍ରଫେସନାଲ ଦିଗକୁ ଗୁରୁତ୍ବ ଦେଇ ବିପର୍ଯ୍ୟୟ ସମୟରେ ସାମାଜିକ ଦାୟିତ୍ବ ଗ୍ରହଣ କରିବାକୁ ସେ ଅପିଲ କରିଥିଲେ ।

ସେହିପରି ଦେଶକୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ପ୍ରଶ୍ନରେ ସେ ଉତ୍ତର ରଖି କହିଛନ୍ତି, ‘ଭୂତାଣୁ ଆସିବ ଓ ମାନବିକ ସମାଜକୁ କୌଣସି ପ୍ରକାରେ ପ୍ରଭାବିତ କରିବ । ହେଲେ ଲକଡାଉନ ଖୋଲିବା ପରେ ଆମ ଅର୍ଥନୀତିକୁ ପୁନଃନିର୍ମାଣ କରିବା ପାଇଁ ସକରାତ୍ମକ ଭାବେ ଯୋଗଦାନ ଦେବାକୁ ପଡିବ ।’

ଅନ୍ୟପକ୍ଷରେ COVID19 ବିରୋଧ ଲଢେଇରେ, ଭାରତର ସଫଳତାର କାରଣ କ’ଣ ଓ ଭାରତ ସମ୍ମୁଖୀନ ହେଉଥିବା ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକ କ’ଣ? ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଶ୍ବର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ବହୁତ ଭଲ ସ୍ଥାନରେ ଅଛି । ଯାହା ଦ୍ବାରା ସମଗ୍ର ବିଶ୍ବ ଆମକୁ ଦେଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.