ETV Bharat / bharat

18 ସାଂସଦଙ୍କ ସହ ଅଯୋଧ୍ୟା ଯିବେ ଶିବସେନା ପ୍ରମୁଖ - ଅଯୋଧ୍ୟା

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ନିଜ ପାର୍ଟିର 18 ନବନିର୍ବାଚିତ ସାଂସଦଙ୍କ ସହ ଜୁନ 15 ତାରିଖ ଅଯୋଧ୍ୟା ଯିବେ । ଉଦ୍ଧବ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବା ସହ ରାମ ମନ୍ଦିରକୁ ନେଇ ଆଇନକାନୁନ ବ୍ୟବସ୍ଥା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ପାରନ୍ତି ।

ଫାଇଲ ଫଟୋ
author img

By

Published : Jun 6, 2019, 11:31 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବା ପରେ ପୁଣି ଥରେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ନିଜ ପାର୍ଟିର 18 ନବନିର୍ବାଚିତ ସାଂସଦଙ୍କ ସହ ଜୁନ 15 ତାରିଖ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍ଧବ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବା ସହ ରାମ ମନ୍ଦିରକୁ ନେଇ ଆଇନକାନୁନ ବ୍ୟବସ୍ଥା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ପାରନ୍ତି ।

ରାମ ମନ୍ଦିର ନିର୍ମାଣକୁ କାଶ୍ମୀର ସମସ୍ୟା ଭଳି ଜଟିଳ କରାନଯାଉ ବୋଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରିଆସୁଥିବା ଶିବ ସେନା ନିଜ ମୁଖପତ୍ର ସାମ୍ନାର ସମ୍ପାଦକୀୟ ପ୍ରକାଶ କରିଥିଲା । ଗତ ନଭେମ୍ବର ମାସରେ ଉଦ୍ଧବ ନିଜ ପତ୍ନୀ ରଶ୍ମୀ ଓ ପୁତ୍ର ଆଦିତ୍ୟ ଠାକରେଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ନଗରୀ ଯାଇ ରାମ ଜନ୍ମଭୂମୀ ନ୍ୟାସର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କୁ ମନ୍ଦିର ନିର୍ମାଣ ପାଇଁ ରୁପାର ଇଟା ଦେଇଥିଲେ ।

Intro:Body:

erterte

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.