ETV Bharat / bharat

ସୋପିଆନରେ ସେନାର ଏନକାଉଣ୍ଟର ଜାରି,3 ଆତଙ୍କୀ ନିହତ

author img

By

Published : Oct 7, 2020, 7:37 AM IST

Updated : Oct 7, 2020, 11:41 AM IST

ସୋପିଆନ ଏନକାଉଣ୍ଟରରେ 3 ଆତଙ୍କୀ ନିହତ। ଏନେଇ ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି। ଗତକାଲି ଠାରୁ ଏହି ଏନକାଉଣ୍ଟର ସୋପିଆନ ଜୈନପୁରା ଅନ୍ତର୍ଗତ ସୁଗନ ଗାଁରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗୁଳିବର୍ଷଣ ଜାରି ରହିଛି।

ସୋପିଆନରେ ସେନାର ଏନକାଉଣ୍ଟର,2 ଆତଙ୍କୀ ନିହତ
ସୋପିଆନରେ ସେନାର ଏନକାଉଣ୍ଟର,2 ଆତଙ୍କୀ ନିହତ

ଶ୍ରୀନଗର:ସୋପିଆନ ଏନକାଉଣ୍ଟରରେ 3 ଆତଙ୍କୀ ନିହତ। ଏନେଇ ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି। ଗତକାଲି ଠାରୁ ଏହି ଏନକାଉଣ୍ଟର ସୋପିଆନ ଜୈନପୁରା ଅନ୍ତର୍ଗତ ସୁଗନ ଗାଁରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗୁଳିବର୍ଷଣ ଜାରି ରହିଛି।

ସୂଚନା ଅନୁଯାୟୀ, ସୋପିଆନ ଜୈନପୁରା ଅନ୍ତର୍ଗତ ସୁଗନ ଗାଁରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜାରି ରହିଥିଲା ଗୁଳିବିନିମୟ। ତେବେ ଗାଁରେ 3ରୁ 4 ଜଣ ଆତଙ୍କବାଦୀ ପୂର୍ବରୁ ଲୁଚି ରହିଥିବା ନେଇ ଖବର ମିଳିଥିଲା ।

ସୋମବାର ଜମ୍ମୁ ଓ କାଶ୍ମୀରର ରାଜପଥକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପାମ୍ପୋର ବାଇପାସରେ ଥିବା ସିଆରପିଏଫ ରୋଡ୍ ଓପନିଂ ପାର୍ଟି (ROP) ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ କରିଥିଲେ । ଘଟଣାରେ 5 ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ 2 ଜଣ ଯବାନ ଶହୀଦ ହୋଇଥିଲେ ।

Last Updated : Oct 7, 2020, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.