ETV Bharat / bharat

ସାମାଜିକ ଗଣମାଧ୍ୟମରେ ଅଶ୍ଲୀଳ ଭିଡିଓ ପ୍ରସାର କରି 2 ଗିରଫ

ତାମିଲନାଡୁର ମଦୁରାଇରେ ସାମାଜିକ ଗଣମାଧ୍ୟମରେ ଶିଶୁ ଅଶ୍ଲୀଳ ଭିଡିଓ ପ୍ରଚାର ପ୍ରସାର ମାମଲାରେ 2 ଜଣକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 27, 2020, 6:41 AM IST

two-arrest-for-shareing-child-pornography-on-social-media-in-tamilnadu
ସାମାଜିକ ଗଣମାଧ୍ୟମରେ ଅଶ୍ଲୀଳ ଭିଡିଓ ପ୍ରସାର କରି ଦୁଇ ଗିରଫ

ଚେନ୍ନାଇ: ସାମାଜିକ ଗଣମାଧ୍ୟମରେ ଶିଶୁ ଅଶ୍ଲୀଳ ଭିଡିଓ ପ୍ରଦର୍ଶନ କରି ଦୁଇ ଗିରଫ । ତାମିଲନାଡୁର ମଦୁରାଇରେ ସାମାଜିକ ଗଣମାଧ୍ୟମରେ ଶିଶୁ ଅଶ୍ଲୀଳ ଭିଡିଓ ପ୍ରଚାର ପ୍ରସାର ମାମଲାରେ 2 ଜଣକୁ ଗିରଫ କରାଯାଇଛି ।

କେନ୍ଦ୍ରୀୟ ବିଭାଗର ଶିଶୁ ଅପହରଣ, ଶୋଷଣ ସହ ରାଷ୍ଟ୍ରୀୟ ସାଇବର କ୍ରାଇମ ପୋଲିସର ସୂଚନା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଏନ କୁମାର ଓ ଏନ ସେନ୍ଥି କୁମାର । ଉଭୟଙ୍କ ନାମରେ ପୋକ୍ସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ଆଇନ ଦ୍ବାରା କଡା ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସମ୍ପୃକ୍ତ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.