ETV Bharat / bharat

'ହନି-ଟ୍ରାପ' ମାମଲାରେ ରାଜସ୍ଥାନରୁ ଦୁଇ ଯବାନ ଗିରଫ - ଜୈସଲମେର ହନି-ଟ୍ରାପ

ରାଜସ୍ଥାନର ସୀମାବର୍ତ୍ତୀ ଜୈସାଲମେର ଜିଲ୍ଲାର ପୋଖରନରେ କାର୍ଯ୍ୟରତ ଦୁଇଜଣ ଯବାନଙ୍କୁ ହନି ଟ୍ରାପ ମାମଲାରେ ଗିରଫ କରାଯାଇଛି । ବର୍ଡର ଇଣ୍ଟେଲଜେନ୍ସି ଏହି ଦୁଇ ଯବାନଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 5, 2019, 11:30 PM IST

Updated : Nov 5, 2019, 11:58 PM IST

ଜୟପୁର: ସୁନ୍ଦରୀ ମହିଳାଙ୍କ ଜରିଆରେ ଯବାନଙ୍କୁ 'ହନିଟ୍ରାପ' ରେ ଫସାଉଛି ପାକିସ୍ତାନ। ଏନେଇ ପୁଣି ଥରେ ଏକ ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ସୀମାବର୍ତ୍ତୀ ଜୈସାଲମେର ଜିଲ୍ଲାର ପୋଖରାନରେ କାର୍ଯ୍ୟରତ ଦୁଇଜଣ ଯବାନଙ୍କୁ ହନିଟ୍ରାପ ମାମଲାରେ ଗିରଫ କରାଯାଇଛି। ବର୍ଡର ଇଣ୍ଟେଲଜେନ୍ସି ଏହି ଦୁଇ ଯବାନଙ୍କୁ ଗିରଫ କରିଛି।

ଏହି ଦୁଇ ଯବାନ ପାକିସ୍ତାନ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନା ବାହାନାରେ ହନିଟ୍ରାପ ଶୀକର ହୋଇଥିଲେ । ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଗୋପନୀୟ ସୂଚନା ଲିକ୍‌ କରିଥିବା ଜଣାପଡିଛି । 12-ଆର୍ମର୍ଡର ଦୁଇ ଯବାନ ରବି ଓ ବିଚିତ୍ରଙ୍କୁ ମଙ୍ଗଳବାର ଗିରଫ କରି ଜୟପୁର ପଠାଯାଇଛି । ସିଆଇଡି ବର୍ଡର ଇଣ୍ଟେଲଜେନ୍ସି ବିଭାଗ ଦ୍ବାରା ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି।

ସିଆଇଡି ବର୍ଡର ଇଣ୍ଟେଲଜେନ୍ସି ବିଭାଗକୁ ବିଶ୍ବସ୍ତ ସୂତ୍ରୁ ପୋଖରନରେ କାର୍ଯ୍ୟରତ ଏହି ଦୁଇ ଜଣ ଯବାନ ପାକିସ୍ତାନ ଗୁପ୍ତଚର ଏଜେନ୍ସି ଓ ପାକ୍‌ ଆର୍ମି ଇଣ୍ଟେଲଜେନ୍ସି ସହ ସମ୍ପର୍କରେ ରହିଥିବା ସୂଚନା ମିଳିଥିଲା । ଏହାପରେ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଦୁଇ ଯବାନଙ୍କ ଉପରେ କଡା ନଜର ରଖାଯାଇଥିଲା । ଅଧିକ ସୂଚନା ପାଇଁ ପଚରାଉଚରା ଜାରି ରହିଛି।

ଭିଡିଓ ସୌଜନ୍ୟ: ଇଟିିଭି ଭାରତ

Intro:

Body:जोधपुर सामरिक दृष्टि से महत्वपूर्ण सीमावर्ती जैसलमेर जिले के पोकरण मैं कार्यत सेना के 2 जवानों को बॉर्डर इंटेलिजेंस ने हनी ट्रैप मामले में गिरफ्तार किया है दोनों जवान पाकिस्तानी लड़कियों के दोस्ती के चक्कर में हनी ट्रैप का शिकार हो चुके हैं। गुप्तर एजेंसियों को इस बात की भी जानकारी मिली है कि हनीट्रैप होने के बाद उन्होंने कुछ महत्वपूर्ण गोपनीय सूचनाएं लीक भी की है इसके चलते 12वी आर्म्ड कोर के सैनिक रवि और विचित्र को मंगलवार को गिरफ्तार कर जयपुर ले जाया गया है। सीआईडी बॉर्डर इंटेलिजेंस ने यह कार्रवाई की है दोनों जवानों के खिलाफ ऑफिशल सेक्रेट एक्ट के तहत मुकदमा दर्ज किया जाएगा तथा उनसे आने वाले दिनों में सेना सहित अन्य खुफिया एजेंसियां ज्वाइंट इंटेरोगेशन करेगी पोकरण क्षेत्र में हनीट्रैप होकर सूचनाएं लीक करने का यह पहला मामला नहीं है इससे पहले चार जवान भी इसका शिकार हो चुके हैं। सेना सूत्रों के अनुसार इंटेलिजेंस ब्यूरो को पोकरण में कार्यरत दोनों सैनिकों के पाकिस्तानी गुप्तचर एजेंसी और पाक आर्मी इंटेलिजेंस के संपर्क में होने की सूचना मिली थी इसके बाद उन पर कड़ी नजर रखी गई जिसमें उन दोनों के हनी ट्रैप होने की जानकारी भी सामने आई पूछताछ के बाद इस बात का पता चलेगा कि वे अब तक कितनी महत्वपूर्ण सूचनाएं लीक कर चुके हैं।

Conclusion:
Last Updated : Nov 5, 2019, 11:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.