ETV Bharat / bharat

ଭାରତରେ କୋରୋନା ପଜିଟିଭ ସଂଖ୍ୟା 49391, ମୃତ୍ୟୁ ସଂଖ୍ୟା 1694କୁ ବୃଦ୍ଧି

author img

By

Published : May 6, 2020, 9:46 AM IST

Updated : May 6, 2020, 10:36 AM IST

total-number-of-covid19-positive-cases-in-india-rises-to-49391
ଭାରତରେ କୋରୋନା ପଜିଟିଭ ସଂଖ୍ୟା 49391, ମୃତ୍ୟୁ ସଂଖ୍ୟା 1694କୁ ବୃଦ୍ଧି

10:36 May 06

ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ
ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ

10:35 May 06

ମୋଟ ପଜିଟିଭ ସଂଖ୍ୟା 177କୁ ବୃଦ୍ଧି
ଓଡିଶାରେ ମୋଟ ପଜିଟିଭ ସଂଖ୍ୟା 177କୁ ବୃଦ୍ଧି

10:33 May 06

ଓଡିଶାରେ ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ପଜିଟିଭ ସଂଖ୍ୟା 177କୁ ବୃଦ୍ଧି

ଓଡିଶାରେ ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କୋଭିଡ-19ରେ ଦ୍ବିତୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାସହ ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 177ରେ ପହଞ୍ଚିଛି ।  

ମୃତ ବ୍ୟକ୍ତି ଜଣଙ୍କ ଭୁବନେଶ୍ବର ମଧୂସୁଦନ ନଗର ଅଞ୍ଚଳର ବୋଲି ଜଣାପଡିଛି । ସେ KIMSରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ହୋଇଥିବା ନେଇ ସୂଚନା ରହିଛି । ତେବେ ସେ ଏପ୍ରିଲ 28ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହାସହ ତାଙ୍କର ଡାଇବେଟିସ, କିଡନୀ ଓ ହାଇପରଟେନସନ ଭଳି ରୋଗଥିବା ନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।  

ସେପଟେ ରାଜ୍ୟରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ପଜିଟିଭ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି । ତେବେ ତାଙ୍କ ବୟସ 18 ବର୍ଷ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାକୁ ମିଶାଇ ଏବେ ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ରେ ପହଞ୍ଚିଛି ।  

ପୂର୍ବରୁ ରାଜ୍ୟରେ କୋରୋନାରେ ଖୋର୍ଦ୍ଧା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଥରେ ଖୋର୍ଦ୍ଧାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବ ରାଜ୍ୟରେ ପଜିଟିଭ ସଂଖ୍ୟା 177ରେ ପହଞ୍ଚିଥିବା ବେଳେ 60 ଜଣ ସୁସ୍ଥ ହୋଇଛନ୍ତି । 115 ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସା ହେଉଛନ୍ତି ।  

10:09 May 06

ରାଜସ୍ଥାନରେ 35ଟି ନୂଆ କୋରୋନା ପଜିଟିଭ, ଜଣେ ମୃତ୍ୟୁ ରିପୋର୍ଟ

ରାଜସ୍ଥାନରେ 35ଟି ନୂଆ COVID19 ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ଜଣେ ଲୋକ ମୃତ୍ୟୁର ରିପୋର୍ଟ ହୋଇଛି | ରାଜ୍ୟରେ ମୋଟ ମାମଲା 3193କୁ ବୃଦ୍ଧି ପାଇଛି । ସେହିପରି 90 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ 1536 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ସୁସ୍ଥା ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । 

09:02 May 06

ନୂଆଦିଲ୍ଲୀ:ଦେଶର ମୋଟ ପଜିଟିଭ ସଂଖ୍ୟା 49391କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1694ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 33514 ଜଣ ଚିକିତ୍ସିତ ହେଉଥିବା ବେଳେ 14182 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 15525 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 6245, ଦିଲ୍ଲୀରେ 5104 , ରାଜସ୍ଥାନରେ 3158, ଉତ୍ତରପ୍ରଦେଶରେ 2880, ତାମିଲନାଡୁରେ 4058, ଆନ୍ଧ୍ରପ୍ରଦେଶରେ 1717,  ତେଲେଙ୍ଗାନା 1096, କର୍ଣ୍ଣାଟକରେ 671 ଓ କେରଳରେ 502 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 617 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 368, ମଧ୍ୟପ୍ରଦେଶରେ 176, ଦିଲ୍ଲୀରେ 64, ତେଲେଙ୍ଗାନାରେ 29, ତାମିଲନାଡୁରେ 33, କର୍ଣ୍ଣାଟକରେ 29 ଓ ଆନ୍ଧ୍ରପ୍ରଦେଶରେ 36 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : May 6, 2020, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.