1.ଜୋର ଧରିଲା ଏନଏମଏ ଚିଠା ପ୍ରସ୍ତାବ ପ୍ରତ୍ୟାହାର ଦାବି
2.ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ, ଲେଡି ଦଲାଲ ସହ ସରକାରୀ ଅଫିସର ଗିରଫ
ପଳାଶପଲ୍ଲୀ ଭିନ୍ନକ୍ଷମ କଲ୍ଯାଣ ମହାସଙ୍ଘରେ ଯୌନ ଶୋଷଣ ଘଟଣା। କଟକରୁ ଲେଡି ଦଲାଲ ସହ ଚାରି ଜଣ ଗିରଫ ।
3.ବଙ୍ଗଳା ମାଟିରେ ବର୍ଷିଲେ ମୋଦି, ଦିଦିଙ୍କ 10 ବର୍ଷ ଶାସନ ପରିବର୍ତ୍ତନ ନୁହେଁ ଲେଫ୍ଟର ପୁନର୍ଜନ୍ମ
4.ନାବାଳକ ଓ ନାବାଳିକା ମଧ୍ୟରେ ସହମତି ସହ ଯୌନ ସମ୍ପର୍କ ଅପରିଭାଷିତ: ହାଇକୋର୍ଟ
5. ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ କଣ ? ଜାଣନ୍ତୁ ଯାହାକୁ ବର୍ବାଦ କରିଦେଲା ବରଫ ଅତଡା...
6.ରାତି ପାହିଲେ ଆରମ୍ଭ ହେବ ନବମ କ୍ଲାସ, ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷାମନ୍ତ୍ରୀ
7.ସ୍କୁଟିକୁ ପିଟିଲା ହାଇୱା, ମହିଳା ମୃତ
8.କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଆନ୍ଦୋଳନ କରିବ କଂଗ୍ରେସ
9.ଭାରତ-ଇଂଲଣ୍ଡ 2ୟ ଟେଷ୍ଟ: ସୋମବାରଠୁ ଅନଲାଇନରେ ମିଳିବ ଟିକେଟ
10. 'ଡିସପ୍ୟାଚ୍'ର ସୁଟିଂ ଆରମ୍ଭ କଲେ ମନୋଜ ବାଜପେୟୀ