ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 1, 2020, 10:58 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT11AM
ବର୍ତ୍ତମାନର ବଡ ଖବର

1-କୋରୋନା ଅପଡେଟ: ଗୋଟିଏ ଦିନରେ 46964 ଆକ୍ରାନ୍ତ, 470 ମୃତ

ଦେଶରେ ହ୍ରାସ ପାଇବାର ନାଁ ଧରୁନି କୋରୋନା ପଜିଟିଭ । ବର୍ତ୍ତମାନ ସୁଦ୍ଧା 81 ହଜାର ପାର କରିଛି ଏହି ସଂକ୍ରମଣ

2-ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
କୋରୋନା କଟକଣାରେ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । କୋଭିଡ ଗାଇଡଲାଇନ ସହ ପର୍ଯ୍ୟଟକଙ୍କୁ ଅନୁମତି । ପ୍ରଥମ ଦିନରେ ପ୍ରବେଶ କଲେ 200 ପର୍ଯ୍ୟଟକ ।

3-ସ୍ୱାଭିମାନ ଅଞ୍ଚଳ ଗୋରସେତୁରେ ନୂଆ ବିଏସ୍‌ଏଫ କ୍ୟାମ୍ପ

ମାଓବାଦୀ ଦମନ ନିମନ୍ତେ ସ୍ବାଭିମାନ ଅଞ୍ଚଳରେ ରବିବାର ସମ୍ପୂର୍ଣ୍ଣ ମାଓବାଦୀ ଗଡ଼ କୁହାଯାଉ ଥିବା ପଣସପୁଟ ପଞ୍ଚାୟତର ଗୋରାସେତୁ ଠାରେ ବିଏସ୍‌ଏଫ ତୃତୀୟ ବାଟେଲିୟାନ ପକ୍ଷରୁ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

4-ଝିଅ ଜନ୍ମ ହେବାରୁ ସ୍ତ୍ରୀ ସହ ପିଲାଙ୍କୁ ତଡିଦେଲା ସ୍ବାମୀ, ଏସପିଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

କନ୍ୟା ସନ୍ତାନ ଜନ୍ମ ହେବାରୁ ସ୍ତ୍ରୀକୁ ବାହାର କରିଦେଲା ସ୍ବାମୀ । ତେବେ ଏ ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ବିବାହର ଦୀର୍ଘ 11 ବର୍ଷ ପରେ ପୁଅ ଜନ୍ମ ନହୋଇ ତିନୋଟି କନ୍ୟା ସନ୍ତାନ ହେବାରୁ ସ୍ତ୍ରୀ ସହିତ ତିନି ସନ୍ତାନଙ୍କୁ ବିଦାକଲା ସ୍ବାମୀ ।

5-ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି ହେଲେ ଅଜିତ ମଙ୍ଗରାଜ

ଏକ ସ୍ବତନ୍ତ୍ର ସଭାରେ ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜିତ ମଙ୍ଗରାଜ।

6-ରାଜା ହତ୍ୟାକାଣ୍ଡ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି

ବୌଦ୍ଧର ବହୁ ଚର୍ଚ୍ଚିତ ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଯୁବ ବର୍ଗ ପକ୍ଷରୁ ଦାବି କରାଯାଇଛି ।

7-ଅବକାରୀ ବିଭାଗ ଚଢାଉ, 5 ଲକ୍ଷ ଟଙ୍କାର ମଦ ସହ 9 ଗିରଫ

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । 5 ଲକ୍ଷ ଟଙ୍କାର ମଦ ଜବତ ସହ 9 ଜଣ ଗିରଫ ।

8-କଇନିପୁରା ସାଥି କ୍ଳବ ପକ୍ଷରୁ ମିନି ମାରାଥନ

କୋରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରଖିବା ପାଇଁ ଦୌଡ଼ର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି ଲୋକକୁ ବାର୍ତ୍ତା ଦେବା ଏହି ମାରାଥନର ଉଦ୍ଦେଶ୍ୟ ।

9-ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

ପୁଣି ପାକିସ୍ତାନର ବଦମାସୀ । ପୁଞ୍ଚ ଜିଲ୍ଲାରେ କଲା ଅସ୍ତ୍ରବିରତି ଉଲ୍ଲଙ୍ଘନ। ଜମ୍ମୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

10-ପ୍ରତିଷ୍ଠା ଦିବସ ପାଳୁଛି ମଧ୍ୟପ୍ରଦେଶ ସହ ଏହି 5 ରାଜ୍ୟ

ଚଳିତ ବର୍ଷ ମଧ୍ୟପ୍ରଦେଶ ତାର 65 ତମ ପ୍ରତିଷ୍ଠା ଦିବସ ପାଳୁଛି । ଏହାସହ ଛତିଶଗଡ ଏବଂ ଭାରତର ଅନ୍ୟ ପାଞ୍ଚଟି ରାଜ୍ୟ ସହିତ ଏହାର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.