ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Aug 13, 2020, 9:05 AM IST

1.ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା; ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଶୁଣାଣି ଆଜି

ରାଜସ୍ଥାନର 6 ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲାରେ ଆଜି ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ହେବ ଶୁଣାଣି..

2.ଜୀବନର ଶ୍ରେଷ୍ଠ ଦାନ ଅଙ୍ଗଦାନ

ପ୍ରତିବର୍ଷ ଅଗଷ୍ଟ 13 ତାରିଖକୁ ପାଳନ କରାଯାଏ ବିଶ୍ବ ଅଙ୍ଗଦାନ ଦିବସ । ମୃତ୍ୟୁକୁ ଆମେ ଅଟକାଇ ପାରିବା ନାହିଁ ମାତ୍ର କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି..

3.ମହାମାରୀ ସମୟରେ 20ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ରାଜ୍ୟ କ୍ୟାବିନେଟରେ 20ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି..

4.ପାଇଖାନାରୁ ବଜ୍ରକାପ୍ତା ଉଦ୍ଧାର କଲା ଉମରକୋଟ ବନବିଭାଗ

ପ୍ରାୟ ସାତ କିଲୋଗ୍ରାମ ଓଜନର ବଜ୍ରକାପ୍ତାକୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ପନାରଚୁଆ ଗ୍ରାମର ଜଣଙ୍କ ଘରୁ ଉଦ୍ଧାର କରିଛି..

5.ଭାରତରେ ହେବ 22 ଟି ନୂଆ ଏକ୍ସପ୍ରେସୱେ

ଦେଶରେ ଖୁବ ଶୀଘ୍ର 22 ଟି ନୂଆ ଏକ୍ସପ୍ରେସୱେ ହେବାର ଅନୁମୋଦନ ପାଇବା ପାଇଁ ସୁଯୋଗ ସୃଷ୍ଟି ହୋଇଛି..

6.ଭୁଲ ଔଷଧ ଖାଇ 100 ଅନ୍ତେବାସୀଙ୍କ ଅବସ୍ଥା ସଙ୍କଟାପନ୍ନ

ଭୁଲ ଔଷଧ ସେବନ କରି 100 ଜଣ କଏଦୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ବେଳେ 22 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ଜଣାପଡିଛି..

7.ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ: 6 ଜିଲ୍ଲାରେ ଛେଚିବ

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ରହିବ..

8.ମନ୍ଦିର ଖୋଲିବାକୁ ଦାବି ଜଣାଇଲା ଓଡିଶା ମନ୍ଦିର ସେବାୟତ ସଂଘ

ଓଡିଶାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ଦେବୋତ୍ତର କମିଶନଙ୍କୁ ସ୍ମାରକପତ୍ର ଦିଆଯାଇଛି..

9.ମହାପ୍ରସାଦକୁ ଅସମ୍ମାନ: ପେଜନଳା ନିକଟରେ ପଡିରହିଛି ବସ୍ତା ବସ୍ତା ଖଜା, ଭକ୍ତ ଅସନ୍ତୋଷ

ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରର ପେଜ ନଳା ନିକଟରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିଥିବା ଖଜା, ଜଗନ୍ନାଥ ବଲ୍ଲଭ ଏବଂ ଲୁଣି ଖଜା ପଡି ରହିଛି..

10.ବାହୁବଳୀ ନିର୍ଦ୍ଦେଶକ ଓ ପରିବାରଙ୍କ କୋରୋନା ରିପୋର୍ଟ ନେଗେଟିଭ

ତେଲୁଗୁ ନିର୍ଦ୍ଦେଶକ ଏସ୍ ଏସ ରାଜାମୌଉଲି ଏବଂ ତାଙ୍କ ପରିବାର କୋରୋନା ଭାଇରସ ଭଳି ଭୟଙ୍କର ମହାମାରୀ ଯୁଦ୍ଧରେ ଜିତିଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.