ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 8, 2020, 9:03 AM IST

1. କଟକର ଜଣେ ବିଧାୟକଙ୍କୁ କୋରୋନା

ବାଲେଶ୍ବର ଜିଲ୍ଲାର ଜଣେ ବିଧାୟକ କୋରୋନା ପଜେଟିଭ୍‌ ଚିହ୍ନଟ ପରେ ଏବେ କଟକ ଜିଲ୍ଲାରୁ ଜଣେ ବିଧାୟକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

2. ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ନାଗରିକ ମୃତ

ବୁଧବାର ବାଲାକୋଟର ମେନ୍ଦର ସେକ୍ଟର ପୁଞ୍ଛ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

3. ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ

ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀରର ରଜୌରୀ। ରାତି ପ୍ରାୟ ଦୁଇଟା ବେଳେ ଏହି ଭୂକମ୍ପ ଅନୁଭୂତ ହୋଇ ଥିଲା। ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ କରାଯାଇଛି।

4. କାନପୁର ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଘନିଷ୍ଠ ସହଯୋଗୀ ଏନକାଉଣ୍ଟରରେ ମୃତ

ବର୍ବରୋଚିତ କାନପୁର ଏନକାଉଣ୍ଟର ମାମଲାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ସହଯୋଗୀ ଅମର ଦୁବେକୁ ପୋଲିସ ଏନକାଉଣ୍ଟରରେ ମାରିଦେଇଥିବା ସୂଚନା ମିଳିଛି ।

5. ଆଖିବୁଜିଲେ କୋରୋନା ଯୋଦ୍ଧା

କୋରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ । ଜୁନ 25ରୁ କୋଭିଡରେ ଥିଲେ ଆକ୍ରାନ୍ତ । ଅଧିକ ପଢନ୍ତୁ....

6. କୋରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗ, ବିଏମସି କମିଶନରଙ୍କ ନାମରେ ଏତଲା

କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବିଏମସି କମିଶନର ।ବରିଷ୍ଠ ନାଗରିକଙ୍କ ସହ ସଟଡାଉନରେ ଏକତ୍ରିତ ହୋଇ ବୈଠକ କରିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛି ସିଭିଲ ସୋସାଇଟ ଫୋରମ ।

7. ଆଠଗଡ଼ ଏନଏସସିର ୧୮ ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷିତ

ଆଠଗଡ଼ ଏନଏସସିର ୧୮ ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆସନ୍ତା ଗୁରୁବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

8. କୋଭିଡ୍‌ କେୟାରରୁ ଭିଡିଓ ଭାଇରାଲ ପରେ କଠୋର ହେଲା ପ୍ରଶାସନ, ବଦଳିଲେ ଫୁଡ୍‌ ଭେଣ୍ଡର

ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟରର ଅବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

9. କଏଦୀଙ୍କୁ ବିରୋଧ କରି ପାଲଟିଲେ କଏଦୀ, ଜେଲରେ କାଟିଲେ 486 ଦିନ

ମହମେଦଙ୍କ ରିଲିଜ ଇଜିପ୍ଟର ଅନ୍ୟ ରାଜନୈତିକ ବନ୍ଦୀଙ୍କର ମୁକ୍ତି ପାଇଁ ରାସ୍ତା ଖୋଲିଦେଇଛି ବୋଲି ମାନବାଧିକାର ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏମାନଙ୍କ ମଧ୍ୟରେ ଅନେକ ଆମେରିକୀୟ ନାଗରିକ ମଧ୍ୟ ରହିଛନ୍ତି । ଅଧିକ ପଢନ୍ତୁ...

10. ଭାରତରେ ରହିଛି ଏହି ଭାସମାନ ପୋଷ୍ଟ ଅଫିସ, ଜାଣନ୍ତୁ କେଉଁଠି

ଭାରତର ଭାସମାନ ଡାକଘର ଅଛି, ଯାହା ସ୍ଥାପତ୍ୟର ମାଷ୍ଟରପିସ୍ ଭାବରେ ପରିଗଣିତ । ଆସନ୍ତୁ ଜାଣିବା କେଉଁଠି...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.