ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jun 29, 2020, 9:03 AM IST

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଅନନ୍ତନାଗ ଏନକାଉଣ୍ଟରରେ 3 ଆତଙ୍କୀ ସଫା, AK 47 ଓ ପିସ୍ତଲ ଉଦ୍ଧାର

ଅନନ୍ତନାଗର କୁଲ ଖୁଲଚୋହର ଅଞ୍ଚଳରେ ଏନକାଉଣ୍ଟର । ଏଥିରେ 3 ଜଣ ଅଜ୍ଞାତ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି..

2.କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ, ମୃତ୍ୟୁ ସଂଖ୍ୟା ଛୁଇଁଲା 9

କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ। ମୋଟ 1057 କୋରୋନା ମାମଲା ରହିଥିବା ବେଳେ 540 ରହିଛି ସକ୍ରିୟ ମାମଲା..

3.ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା, ନିଜ ଘର ଛାଡିକି ବାହାରକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକାବିଲା ପାଇଁ ନିଜ ଘର ଛାଡିକି ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ..

4.ଜଟଣୀ ଜାମୁଝରି ଓ ଛତାବର ବଜାରକୁ ସଟଡାଉନ ଘୋଷଣା

ଖୋର୍ଦ୍ଧା ବ୍ଲକ ମଳିପଡା ଅଞ୍ଚଳରେ ଥିବା ଅଗ୍ରୱାଲ ଇନ୍‌ଫ୍ରାର ଜଣେ କର୍ମଚାରୀଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି..

5.ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଲା ତେଲ ଦର

ଲଗାତାର 21 ଦିନ ବଢିବା ପରେ ରବିବାର ତୈଳ ଦରରେ ବୃଦ୍ଧି ହୋଇନଥିଲା..

6.ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା ରହୁଥିବାରୁ କନ୍ଧମାଳ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଗଞ୍ଜାମ ଏବଂ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି..

7.ଜୁଲାଇ 15 ଯାଏଁ ଲକଡାଉନ ବଢାଇଲା ଏହି ରାଜ୍ୟ

ଜୁଲାଇ 1ରୁ 15 ଯାଏଁ ଲକଡାଉନରେ ରହିବ ମଣିପୁର..

8.କୋଭିଡ ଟେଷ୍ଟ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ, ରିପୋର୍ଟ ନେଗେଟିଭ

ମଣିପୁର ପରେ ଦିଲ୍ଲୀ ଗସ୍ତ କରିବା ପରେ କୋଭିଡ ଟେଷ୍ଟିଂ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ..

9.IAS ବିଜୟ କେତନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ପାଇଲେ ନୂଆ ନିଯୁକ୍ତି

ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ଏକ ନୂଆ ବିଭାଗରେ ମିଳିଛି ନିଯୁକ୍ତି..

10.ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ଜିଲ୍ଲା ପ୍ରଶାସନର ଏତଲା

ପୁଣି ଅଡୁଆରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଝିଅ ଦୀପାଳି ଦାସଙ୍କ ପାଇଁ ପୁଣିଥରେ ଅଡ଼ୁଆ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.