ETV Bharat / bharat

TOP NEWS@7PM ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7PM ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Nov 28, 2020, 7:04 PM IST

1.ନୟାଗଡ ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ: ନରସିଂହ ମିଶ୍ର

ନୟାଗଡ ଘଟଣାରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

2.ପରୀ ହତ୍ୟା ମାମଲା: ଗଠନ ହେଲା SIT, ନେତୃତ୍ବ ନେବେ ଅରୁଣ ବୋଥ୍ରା

ପରୀ ମୃତ୍ୟୁ ଘଟଣାରେ ଏସଆଇଟି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ । ଆଇପିଏସ ଅରୁଣ ବୋଥ୍ରା ଏସଆଇଟି ଟିମ୍ ନେତୃତ୍ବ ନେବେ । ଏପଟେ ପ୍ରକାଶିତ ବିଜ୍ଞପ୍ତି ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି ।

3.ମୋ କଥାକୁ କଦର୍ଥ କରାଯାଉଛି: ସୌମ୍ୟରଞ୍ଜନ

ଶୁକ୍ରବାର ପରି ହତ୍ୟାକାଣ୍ଡ ଘଟଣାକୁ ଛୋଟିଆ ଘଟଣା କହିଥିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି ସୌମ୍ୟରଞ୍ଜନ ।

4.ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ

ଏସଓଜି ଯବାନଙ୍କ ମନୋବଳ ଦୃଢ କରିବା ଓ ସେମାନଙ୍କୁ ସମ୍ମାନିତ କରିବା ନେଇ ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ।

5.କୋଟିଆ ବିକାଶ ନେଇ ପ୍ରତି ପନ୍ଦର ଦିନରେ ବସିବ ସମୀକ୍ଷା ବୈଠକ

କୋଟିଆ ପଞ୍ଚାୟତରେ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା ବୈଠକ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର ।

6.‘ଭ୍ୟାକ୍ସିନ୍ ଯାତ୍ରା’: ସେରମ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ସେରମ ଇନଷ୍ଟିଚ୍ୟୁଟରେ ଭ୍ୟାକ୍ସିନର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ହାଇଦ୍ରାବାଦର ଭାରତ ବାୟୋଟେକରେ ଭ୍ୟାକ୍ସିନର ସମୀକ୍ଷା ପରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ସେରମ ଇନଷ୍ଟିଚ୍ୟୁଟ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ।

7.କୋଇଲା ରାକେଟ୍: ଦେଶର ୪୫ଟି ସ୍ଥାନରେ ସିବିଆଇ ଚଢାଉ

କୋଇଲା ମାଫିଆଙ୍କ ଉପରେ ସିବିଆଇ ଆକ୍ରମଣ । ଗୋଟିଏ ଦିନରେ ପ୍ରାୟ ୪୫ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ଏଥିସହ ଏହି ଘଟଣାରେ କିଛି ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।

8.ଲଦାଖରେ ବଢିଲା ଭାରତର ଶକ୍ତି, ପାଙ୍ଗୋଙ୍ଗ ହ୍ରଦରେ MARCOS ମୁତୟନ

ଭାରତ-ଚୀନ ବିବାଦରେ କୌଣସି ପୂର୍ଣ୍ଣଛେଦ ପଡିବା ପରି ନଜର ଆସୁନି । ଏପରିସ୍ଥିତିରେ ଭାରତ ଏକ ବଡ ପଦକ୍ଷେପ ନେଇ ପାଙ୍ଗୋଙ୍ଗ ହ୍ରଦରେ ମୁତୟନ କରିଛି ମାକ୍ରୋସ(MARCOS) ଅର୍ଥାତ ମରୀନ କମାଣ୍ଡୋଜ୍‌ ।

9.AUS vs IND: ବିରାଟ ବାହିନୀର 20 ପ୍ରତିଶତ ଫି କାଟ୍‌, ଜାଣନ୍ତୁ କାରଣ

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ମ୍ୟାଚରେ ଧିମା ଓଭର ବୋଲିଂ ଯୋଗୁଁ ଆଇସିସି 20ପ୍ରତିଶତ ମ୍ୟାଚ ଫି କାଟ୍‌ କରିଛି ।

10.ISL-7: ଆଜି ବେଙ୍ଗାଲୁରୁ FC ଓ ହାଇଦ୍ରାବାଦ FC ମଧ୍ୟରେ ଟକ୍କର

ଆଜି ଗୋଆର ଫାଟ୍ରୋଡା ଠାରେ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ ହାଇଦ୍ରାବାଦ ଏଫ୍‌ସି । ଚଳିତ ସିଜନରେ ଉଭୟ 2ୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.