ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 23, 2020, 7:04 PM IST

Updated : Nov 23, 2020, 7:19 PM IST

1.ଓଡିଶାର 6 ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ

ନିଯୁକ୍ତି ପାଇଲେ 6ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ଲେଡି ଗଭର୍ଣ୍ଣରଙ୍କ ବିୟୋଗ ସତ୍ତ୍ୱେ ରାଜ୍ୟପାଳ ସବୁ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି ।

2.ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ତରୁଣ ଗୋଗୋଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

3. କର୍ମଚାରୀଙ୍କ ଧର୍ମଘଟରେ ଲାଗିବ ଅଙ୍କୁଶ

କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020ରେ ଏହା ଉଲ୍ଲେଖ ରହିଛି ।

4.ଉଠା ଦୋକାନୀଙ୍କ ଥଇଥାନ ଦାବିରେ ଏସଏମସି କାର୍ଯ୍ୟାଳୟ ଘେରାଉ

ବାରମ୍ବାର ସ୍ଥାନାନ୍ତରିତକୁ ବିରୋଧ କରିଛନ୍ତି ସମ୍ବଲପୁର ଉଠା ଦୋକାନୀ । ଆଗକୁ ବେପାର ପାଇଁ ଉପଯୁକ୍ତ ସ୍ଥାନ ଦେବାକୁ ଦାବିରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

5.ବାରିପଦାରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ

ବାରିପଦା ସହରରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ । ରାଜ୍ୟ ହାଇକୋର୍ଟର ବିଚାରପତି ବିଶ୍ବନାଥ ରଥ ଏହି କୋର୍ଟ ଉଦଘାଟିତ କରିଛନ୍ତି ।

6.ଚାଷଜମିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାରିପଦା ସଦର ଥାନା ଲଷ୍ମୀପୋଷି ଫାଣ୍ଡି ନିକଟ ଚାଷଜମିରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଠାବ କରାଯାଇଛି।

7. ଫାଇଜର ଠାରୁ କମ ମୂଲ୍ୟରେ ମିଳିବ ସ୍ପୁଟନିକ-V, ଜାଣନ୍ତୁ ଦାମ୍‌...

ସୂଚନା ଅନୁଯାୟୀ ଋଷର ସ୍ପୁଟନିକ-V ଟୀକାର ମୂଲ୍ୟ ଫାଇଜର ଓ ମୋଡର୍ଣ୍ଣାରୁ କମ ରହିବ ବିଶ୍ବରରେ ପ୍ରଥମ ପଞ୍ଜୀକୃତ ଭ୍ୟାକ୍ସିନର ଅଫିସିଆଲ ଟ୍ବିଚର ହ୍ୟାଣ୍ଡେଲରେ ଦିଆଯାଇଛି ସୂଚନା ।

8.କୋରୋନାରେ ଆଖି ବୁଜିଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି

ମହାତ୍ମାଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକୀୟ ଅଣନାତି ସତିଶ ଧୁପେଲିଆଙ୍କ କୋରୋନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିବା ଜଣାପଡିଛି ।

9.କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୋମବାର ଉତ୍ତରପ୍ରଦେଶ ଗାଜିଆବାଦ ମେରଠର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

10.ଡ୍ରଗ୍ସ ମାମଲା: ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ଜାମିନ

ଡ୍ରଗ୍ସ ମାମଲାରେ ଗିରଫ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ମିଳିଛି ଜାମିନ ।

Last Updated : Nov 23, 2020, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.