ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 20, 2020, 7:13 PM IST

1.ରାଜନୀତିରେ ଏଣ୍ଟ୍ରି ମାରିବେ ସୁରଙ୍କ ସାନ ପୁଅ !

କଂଗ୍ରେସ ଭବନରେ ସୁରଙ୍କ ସାନ ପୁଅ । ରାଜନୀତିରେ ଏଣ୍ଟ୍ରି ମାରିବେ ବୋଲି ଜୋରଦାର ଚର୍ଚ୍ଚା । ତେବେ ପୂର୍ବରୁ ମନ୍ମଥ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଅ ନିଷ୍ପତ୍ତି ନେବ ବୋଲି କହୁଥିଲେ ସୁର ।

2.ସାପ କାମୁଡିଲେ କ୍ବାକଙ୍କ ଏସିଡ ଚିକିତ୍ସା, ନୋଟିସ କଲା OHRC

ସାପ କାମୁଡିଲେ ମେଡ଼ିକାଲ ବଦଳରେ ଗୁଣିଆ ଉପରେ ନିର୍ଭରଶୀଳ ଆକ୍ରାନ୍ତ । ଏହା ପୁଣି ଜିଲ୍ଲା ପ୍ରଶାସନର ନାକତଳେ ଚାଲିଛି ବେଧଡକ ଢଙ୍ଗରେ । ଢେଙ୍କାନାଳ ଜିଲ୍ଲାରୁ ଏପରି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛି ଓଏଚଆରସି ।

3.ସମ୍ପାଦକ-ଯୁଗ୍ମ ସମ୍ପାଦକ ନିଯୁକ୍ତ କଲା ବିଜେଡି

ସାଙ୍ଗଠନିକ ସ୍ଥିତିକୁ ବ୍ୟାପକ କରିଛି ବିଜୁ ଜନତା ଦଳ । ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ନାଁ ଘୋଷଣା କରିଛି ଦଳ।

4.ରେକର୍ଡ ହେଲା ଋତୁକାଳୀନ ବର୍ଷା, କମିଛି ଦୁଇ ପ୍ରତିଶତ

ଏପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୨ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୨୦ ଅଗଷ୍ଟ ଯାଏଁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୭୯୫.୯ ମିମି ବର୍ଷା ରେକର୍ଡ ହୋଇଛି ।

5.ରାଜ୍ୟରେ ସୃଷ୍ଟି ହୋଇନାହିଁ ବନ୍ୟା ପରିସ୍ଥିତି: ଏସଆରସି

ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

6.ଜାତୀୟ କ୍ରୀଡା ଆଓ୍ବାର୍ଡ: ପୁରସ୍କାର ରାଶି ବୃଦ୍ଧି ସମ୍ଭାବନା

ଚଳିତ ବର୍ଷ ନ୍ୟାସନାଲ ସ୍ପୋର୍ଟ୍ସ ଆୱାର୍ଡ ପୁରସ୍କାର ରାଶି ଦୁଇ ଗୁଣା ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରୀଡା ମନ୍ତ୍ରଣାଳୟର ସୁତ୍ରରୁ ସୂଚନା ଅନୁଯାୟୀ, ପୁରସ୍କାର ରାଶିରେ ବୃଦ୍ଧି ପ୍ରସ୍ତାବ ନେଇ ବିଚାର କରାଯାଉଛି ।

7.କଟକଣା ଭିତରେ ମୌସୁମୀ ଅଧିବେଶନ, ଫଟୋ ସେୟାର କଲେ ଉପମୁଖ୍ୟମନ୍ତ୍ରୀ

ସରକାରୀ ସ୍ତରରେ ହେଉ ଅବା ବେସରକାରୀ ସ୍ତରରେ । କୋଭିଡ କଟକଣା ମାନିବାକୁ ସମସ୍ତେ ବାଧ୍ୟ । ଏପରି ସ୍ଥିତିରେ ଉତ୍ତରପ୍ରଦେଶ ବିଧାନସଭାରେ ବସିଛି ମୌସୁମୀ ଅଧିବେଶନ ।

8.ଅନ୍ତିମ ପର୍ଯ୍ୟାୟରେ ଅନ୍ତରୀକ୍ଷ ଗତିବିଧି ବିଲ : ଇସ୍ରୋ

ସ୍ପେସ ଆକ୍ଟିଭିଟିସ ବିଲ - ଭାରତ ପାଇଁ ଏକ ଦୀର୍ଘ-ବିଚାରାଧୀନ ଉତ୍ସର୍ଗୀକୃତ ସ୍ପେସ ଆଇନ । ଏହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି । ଖୁବଶୀଘ୍ର ଏହାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିବ ବୋଲି ଆଶା ରହିଛି ।

9.ବେଙ୍ଗାଲୁରୁ ହିଂସା: 61 ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ହିଂସା ମାମଲାରେ ପୋଲିସ ୟୁଏପିଏ ଅଧୀନରେ 61 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

10.ଧୋନିଙ୍କୁ ହୃଦୟଭରା ଚିଠି ଲେଖିଲେ ମୋଦି, ଏମିତି ଉତ୍ତର ରଖିଲେ ମାହି

ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟଭରା କୃତଜ୍ଞତା ଚିଠି ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.