ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 30, 2020, 7:11 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ରାଜଧାନୀରେ 26 ହଜାର ପାର ହେଲା ସଂକ୍ରମଣ

ଭୁବନେଶ୍ୱରରେ ଗୋଟିଏ ଦିନରେ 105 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ 26 ହଜାର ପାର ହେଲା ସଂକ୍ରମଣ ସଂଖ୍ୟା

2. ପୂର୍ବତଟ ରେଳପଥର ସାଇବର ସେଲ ଉଦଘାଟିତ

ରେଳବାଇ ସମ୍ପତ୍ତିକୁ ଉନ୍ନତ ନିରାପତ୍ତା ପ୍ରଦାନ କରିବା ସହ, ଷ୍ଟେସନ ପରିସରରେ ମହିଳା ଓ ଶିଶୁଙ୍କୁ ନିରାପତ୍ତା ପ୍ରଦାନ କରିବ ପୂର୍ବତଟ ରେଳପଥର ସାଇବର ସେଲ ।

3. କଂଗ୍ରେସ ନେତା ସୋମେନ ମିତ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇଲେ ମନମୋହନ ସିଂ

ଗୁରୁବାର ସକାଳେ କୋଲକାତା ମେଡିକାଲରେ ମୃତ୍ୟୁବରଣ କରିଥିବା ବରିଷ୍ଠ କଂଗ୍ରେସ ନେତା ସୋମେନ ମିତ୍ରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସମବେଦନା ଜଣାଇଛନ୍ତି।

4. କୋରୋନା କାଳରେ ବିଶ୍ବର 40 ନିୟୁତ ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ

କୋଭିଡ-19 ଯୋଗୁଁ ବିଶ୍ବରେ ଅତି କମରେ 40 ନିୟୁତ ଶିଶୁମାନେ ନିଜର ମହତ୍ବପୂର୍ଣ୍ଣଙ୍କ ପ୍ରାରମ୍ଭିକ ଶିକ୍ଷାବର୍ଷ ଓ ପ୍ରାଥମିକ ଶିକ୍ଷା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।

5.ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କୁ Z+ ସୁରକ୍ଷା

ଭାରତର ମୁଖ୍ୟ ବିଚାରପତି (CJI) ଏସଏ ବୋବଡେଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ବର୍ତ୍ତମାନ ବୋବଡେଙ୍କୁ Z ପ୍ଲସର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

6. ଏବର୍ଷ ସ୍ବାଧିନତା ଦିବସରେ ଲାଲକିଲ୍ଲାରେ ସମ୍ବୋଧିତ ହେବେ ‘କୋରୋନା ଯୋଦ୍ଧା’

କୋଭିଡ-19 ମହାମାରୀ ବର୍ଷର ସବୁଠାରୁ ବଡ ସଙ୍କଟ । ଏହା ଅର୍ଥନୀତି, କୋଟି କୋଟି ଶିଳ୍ପ ଓ ବ୍ୟବସାୟକୁ ପ୍ରଭାବିତ କରିଛି। ଏହି ସଙ୍କଟ ମଧ୍ୟରେ ଚଳିତ ବର୍ଷର ସ୍ବାଧୀନତା ଦିବସ ପାଳନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

7.'ଏକତା ହିଁ ଆମ ବିଜୟର ଆଧାର ହେବ'

ଅଗଷ୍ଟ 14 ଯାଏଁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ହୋଟେଲ ଫେୟାରମାଉଣ୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏକତା ହିଁ ଆମ ବିଜୟର ଆଧାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

8.ଆତଙ୍କବାଦୀଙ୍କ ଟାର୍ଗେଟରେ ଜେଲ, ହାଇଆଲର୍ଟରେ ଦିଲ୍ଲୀ

ଆତଙ୍କବାଦୀ ଦେଶର ବଡ ବଡ ଜେଲ ଉପରେ ଆକ୍ରମଣ କରିପାରନ୍ତି। ଏ ସମ୍ପର୍କରେ ଗୁପ୍ତଚର ସଂସ୍ଥା ଏକ ସତର୍କ ସୂଚନା ଜାରି କରିଛି।

9. ସରକାରୀ ଯୋଜନାର ଲାଭ ଉଠାଇବାକୁ ଯାଇ ଧରାପଡିଲା ରୋହିଙ୍ଗ୍ୟା ଶରଣାର୍ଥୀ

ହାଇଦ୍ରାବାଦ କମିଶନରଙ୍କ ଟାସ୍କ ଫୋର୍ସ, ସାଉଥ ଜୋନ ହାଇଦ୍ରାବାଦ ଓ ମୋଗଲପୁରା ପୋଲିସ ଟିମ ମିଆଁମାରରୁ ଆସିଥିବା ଜଣେ ରୋହିଙ୍ଗ୍ୟା ଶରଣାର୍ଥୀ ମହମ୍ମଦ ଫାରୁକକୁ ଗିରଫ କରିଛି ।

10.ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ପୁତ୍ର ସନ୍ତାନ ଜନ୍ମ ଦେଲେ ନତାସା

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.