ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 10, 2020, 7:03 PM IST

1.ଦେଶରେ କୋରୋନା ସୁସ୍ଥ ହାର 63 ପ୍ରତିଶତ: ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରେ କୋରୋନା ସୁସ୍ଥ ହାର 63 ପ୍ରତିଶତ ଥିବାବେଳେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ।

2.5 ଜିଲ୍ଲା ମାଓବାଦୀମୁକ୍ତ, 2 ବର୍ଷରେ ହୋଇଛି ଉନ୍ନୟନମୂଳକ କାର୍ଯ୍ୟ

ରାଜ୍ୟ ସରକାରଙ୍କ ଗଠନ ଓ ଉନ୍ନୟନମୂଳକ କାର୍ଯ୍ୟର ପ୍ରଭାବରେ ଓଡିଶାରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇବାରେ ଲାଗିଛି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର 5ଟି ଜିଲ୍ଲାରେ ମାଓବାଦୀଙ୍କ ଉପଦ୍ରବ ଦେଖାଯାଇନାହିଁ ।

3.ଭିକ୍ଷୁକ ବସ୍ତିରେ ପ୍ରଶାସନର ଉନ୍ନତିକରଣ, ଇଟିଭି ଭାରତକୁ ଧନ୍ୟବାଦ ସଭିଙ୍କ ସାଧୁବାଦ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଢେଙ୍କାନାଳ ସହରର ଷ୍ଟେସନ ନିକଟସ୍ଥ ଏକ ବସ୍ତିରେ ପହଁଚିଛି ପ୍ରଶାସନ।ସେପଟେ ଇଟିଭି ଭାରତରେ ଏହି ପ୍ରୟାସକୁ ଧନ୍ୟବାଦ ଦେବା ସହ କୋହ ସମ୍ଭାଳି ପାରିନାହାଁନ୍ତି ବସ୍ତି ଅଧିବାସୀ ।

4.ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

5.48 ଘଣ୍ଟା ପାଇଁ ପୋଲିସ ସେବା ଭବନ ବନ୍ଦ

ପୋଲିସ ସେବା ଭବନ ୪୮ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଅନୁସାରେ ଶନିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ।

6.ଆଇସୋଲେସନ ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣା, ଓଏଚଆରସିଙ୍କ ଦ୍ବାରସ୍ଥ ହେଲା ବିଜେପି ଏସଟି ମୋର୍ଚ୍ଚା

ଜଗତସିଂହପୁର ଜିଲ୍ଲାର ଆଇସଲେସନ ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଓଏଚଆରସିଙ୍କ ନିକଟରେ ଫେରାଦ ହୋଇଛି ବିଜେପି ଏସିଟି ମୋର୍ଚ୍ଚା ।

7.ଏନକାଉଣ୍ଟରରେ ଟଳିଲା ଗ୍ୟାଙ୍ଗଷ୍ଟାର ବିକାଶ, ଉଠିଲା ନାନା ପ୍ରଶ୍ନ ?

କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେ ନିହତ। ଏହା ପରେ ୟୁପି ପୋଲିସକୁ କିଏ ବାଃ ବାଃ ଦେଉଥିବା ବେଳେ ଛିଡା ହୋଇଛି ନାନାଦି ପ୍ରଶ୍ନ।

8.କେରଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ, ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କେରଳର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି । କେତେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି ।

9.କର୍ଣ୍ଣାଟକ ସିଏମଓରେ କୋରୋନା, ଘରୁ କାମ କରିବେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଛି କର୍ମଚାରୀ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଘଟଣାପରେ ସତର୍କତାମୂଳକ ପଦକ୍ଷେପ ଭାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିରୁପ୍ପା ଘରୁ କାମ କରିବେ ।

10.ଭାରତ-ଚୀନ ସୀମା ବିବାଦ ମଧ୍ୟରେ ମାଲାବାର ନୌସେନା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବ ଭାରତ !

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବାର୍ଷିକ ମାଲାବାର ନୌସେନା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବାର ଯୋଜନା କରୁଛି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.