ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବଡଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : Jan 24, 2021, 7:01 PM IST

1.ଅନ୍ତର୍ଜୀତୀୟ ଶିକ୍ଷା ଦିବସ, ଜାଣନ୍ତୁ ଏହାର ମହତ୍ତ୍ବ...

ଶିକ୍ଷା ଏକ ମାନବ ଅଧିକାର । ଶିକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର । ପ୍ରତିବର୍ଷ ଜାନୁଆରୀ 24 ତାରିଖରେ ଅନ୍ତର୍ଜୀତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଛି ।

2. କେନ୍ଦ୍ରାପଡାରୁ ଫେରିଲେ ଧର୍ମେନ୍ଦ୍ର, ଦେଖାଇଲେ ବିକାଶର ସ୍ବପ୍ନ

ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ଫେରିଯାଇଛନ୍ତି । ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

3. ଲାଲୁଙ୍କ ଆରୋଗ୍ୟ କାମନା କଲେ ନିତୀଶ

ଆରଜେଡି ସୁପ୍ରିମୋ ଲାଲୁଙ୍କ ଆରୋଗ୍ୟ କାମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

4. ଚାଷୀଙ୍କ ଟ୍ରାକ୍ଟର ରାଲି ରୋଡମ୍ୟାପ ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଲ୍ଲୀରେ ହେବାକୁଥିବା ଚାଷୀଙ୍କ ଟ୍ରାକ୍ଟର ରାଲିକୁ ମିଳିଛି ଦିଲ୍ଲୀ ପୋଲିସର ଅନୁମତି । ତେବେ ଏନେଇ ସୂଚନା ଦେଇଛନ୍ତି ସ୍ବରାଜ ଇଣ୍ଡିଆର ଯୋଗେନ୍ଦ୍ର ଯାଦବ ।

5. ‘ମୋ ସ୍କୁଲ ଅଭିଯାନ’ ପ୍ରହସନ ନ ହେଉ: ଅଭିଭାବକ ମହାସଂଘ

ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ନେଇ ପ୍ରହସନ ନ ହେଉ ବୋଲି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ।

6. ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ପୂର୍ଣ୍ଣ ସମର୍ଥନ ଦେବୁ: ସୁର ରାଉତରାୟ

ସମ୍ବଲପୁରରେ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ କଂଗ୍ରେସ ସମର୍ଥନ କରୁଥିବା ବେଳେ ବିଜେଡି କହିଛି କିଛି ଫରକ ପଡ଼ିବନି।

7. ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କଲେ NCC କ୍ୟାଡେଟ୍ସ

ଗଣତନ୍ତ୍ର ଦିବସରେ ସାମିଲ ହେବାକୁ ଯାଉଥିବା ଏନସିସି ଓ ଏନଏସଏସ କ୍ୟାଡେଟ୍ସମାନେ ଅଭ୍ୟାସ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶିତ କରିଛନ୍ତି ।

8. ପବନରେ ଝୁଲୁଛି ଜିପ, ଦେଖନ୍ତୁ ଭୟଙ୍କର ଦୁର୍ଘଟଣା

ମହାରାଷ୍ଟ୍ରର ରାୟଗଡରେ ଏକ ଭୟଙ୍କର ଦୁର୍ଘଟଣା ସାମାନାକୁ ଆସିଛି । ଏକ ଘାଟି ଚଢୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଜିପ । ଏହି ଚିତ୍ର ଏତେ ଭୟଙ୍କର ଥିଲା ଯେ ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଦେଖାଯାଉଥିଲା ।

9. ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି ଗୋସ୍ବାମୀ, ସରକାରୀ କାର୍ଯ୍ୟର କରିବେ ସମୀକ୍ଷା

ଆଜି ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଛାତ୍ରୀ ସୃଷ୍ଟି ଗୋସ୍ବାମୀ । ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ସରକାରୀ କାର୍ଯ୍ୟର କରୁଛନ୍ତି ସମୀକ୍ଷା ।

10. କନ୍ୟା ସନ୍ତାନଙ୍କ ସଶକ୍ତିକରଣ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ 'ପଙ୍ଖ ଅଭିଯାନ'

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ପାଇଁ ପଙ୍ଖ ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.