ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 16, 2020, 5:02 PM IST

1.ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶପଥ ଉତ୍ସବ

6 ଥର ବିହାରର ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି..

2.ଆତ୍ମନିର୍ଭରତା ବିଷୟରେ ଶିକ୍ଷା ଦିଅନ୍ତୁ ଦେଶର ଧର୍ମଗୁରୁ : ନରେନ୍ଦ୍ର ମୋଦି

ଦେଶର ଧର୍ମଗୁରୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି । ସମସ୍ତ ଧର୍ମଗୁରୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ଭାରତକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣନ୍ତୁ..

3.ବଗଲା ଧର୍ମଶାଳା ଜମି ବିବାଦ ମାମଲା: ସମସ୍ତ 23 ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ 23 ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି..

4.ଏସକର୍ଟରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ବନ୍ଧୁକ ସହ ଧରିଲା ଖଣ୍ଡଗିରି ପୋଲିସ

ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର ବ୍ରାଉନ ସୁଗାର। କଳିଙ୍ଗନଗର ଅଞ୍ଚଳରୁ ୨୫୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି ଖଣ୍ଡଗିରି ପୋଲିସ..

5.ଆମେରିକା ତାତି; ସରିଛି ନିର୍ବାଚନ, ସରୁନି ବିବାଦ

ନିର୍ବାଚନରେ ବିପୁଳ ପରାଜୟ ପରେ ମଧ୍ୟ ଜିତିବାର ଦମ୍ଭୋକ୍ତି । ପୁଣିଥରେ ନିଜକୁ ନିର୍ବାଚନରେ ବିଜୟୀ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ..

6.ଇଞ୍ଜିନିୟର ଛାତ୍ରଙ୍କ ଆବିଷ୍କାର, ଦୁଇ ଚକିଆ ଗାଡିକୁ କଲେ ଭିଣ୍ଟେଜ କାର

ଇଂଜିନିୟର ଛାତ୍ରଙ୍କ ଜବରଦସ୍ତ ସଫଳତା । ପଲସର ବାଇକ୍ ଇଞ୍ଜିନ ବ୍ୟବହାର କରି କଲେ ଭିଣ୍ଟେଜ୍ କାର ନ୍ୟୁ ଲୁକର ଭିଣ୍ଟେଜ୍ କାରର ଗତି ଘଣ୍ଟାପ୍ରତି 70 କିଲୋମିଟର ରହିଛି..

7.ଫସଲ ପାଇଁ ହାତୀ-ମଣିଷ ମୁହାଁମୁହିଁ, ନୀରବ ପ୍ରଶାସନ

ଅମଳ ସମୟରେ ହାତୀପଲ କ୍ଷେତ ଉଜାଡୁ ଥିବାରୁ ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଆରାଢିଅ ଗାଁର ଚାଷୀମାନେ ରାତି ଅନିଦ୍ରା ହୋଇ କ୍ଷେତ ଜଗୁଛନ୍ତି..

8.ଅନୁଗୋଳରେ ପାଳିତ ପ୍ରେସ ଦିବସ, ସାମ୍ବାଦିକଙ୍କ ସ୍ବାଧୀନତାକୁ ନେଇ ପ୍ରଶ୍ନ

ଜିଲ୍ଲାରେ କଯ୍ୟକରୁଥିବା ବିଭିନ୍ନ ଜିଲା ସ୍ଥରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି..

9.150 ପାକିସ୍ତାନୀ ଆତଙ୍କବାଦୀଙ୍କ ତାଲିକା ଜାରି କଲେ ଆଫଗାନ୍ ସରକାର

ଆଫଗାନିସ୍ତାନରେ ସକ୍ରିୟ 150 ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି ଆଫଗାନ୍ ସରକାର..

10.ମାଷ୍ଟର୍ସ ଗଲ୍ପ ଟୁର୍ଣ୍ଣାମେଣ୍ଟର ଟାଇଟଲ ହାତେଇଲେ ଡଷ୍ଟିନ ଜନସନ

ମାଷ୍ଟର୍ସ ଗଲ୍ପ ଟୁର୍ଣ୍ଣାମେଣ୍ଟର ବିଜେତା ପାଲଟିଛନ୍ତି ଡଷ୍ଟିନ ଜନସନ । ଜନସନ 5ଟି ସଟ୍‌ରେ ଏହି ବିଜୟ ହାସଲ କରିଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.