ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 8, 2020, 5:19 PM IST

1.ନବାନ୍ନ ମାର୍ଚ୍ଚ: ବିଜେପି କର୍ମୀଙ୍କ ଉପରେ ପଶ୍ଚିମବଙ୍ଗ ପୋଲିସର ଲାଠିଚାର୍ଜ

'ବିଜେପିର ନବାନ୍ନ ମାର୍ଚ୍ଚ' ସମୟରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ପଶ୍ଚିମବଙ୍ଗ ପୋଲିସ ମଧ୍ୟରେ ସଂଘର୍ଷ । ସାନ୍ତ୍ରାଗାଚ୍ଛିରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବା ସହ ଲାଠି ଚାର୍ଜ ଓ ପାଣିମାଡ କରିଛି ।

2. ସ୍ଲିପର୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରାଜଧାନୀ ଦିଲ୍ଲୀର ନରେଲା ଅନ୍ତର୍ଗତ ଭୋରଗଡ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳର ଏକ କାରଖାନାରେ ନିଆଁ ଲାଗିଯାଇଛି। ନିଆଁ କାରଖାନାର 2 ମହଲାକୁ ଜାଳି ଦେଇଛି ।

3. ବାୟୁସେନା ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ

ରାଜସ୍ଥାନର ଜାଲୋର ନିକଟ ସରନୌ ଗ୍ରାମରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥିବା ଜଣାପଡିଛି । ପାଇଲଟଙ୍କ କହିବାନୁଯାୟୀ ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା ।

4. ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲା ଇଣ୍ଡିଆନ ଅଏଲ

ଭୁବନେଶ୍ବରର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା । ମୃତକଙ୍କ ପରିବାରଙ୍କୁ 8 ଲକ୍ଷ, ଗୁରୁତର ଆହତଙ୍କୁ 4 ଲକ୍ଷ ଏବଂ ଆହତଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଦେବ ଇଣ୍ଡିଆନ ଅଏଲ।

5. ସମର୍ଥକଙ୍କ ସହ ଜନ୍ମଦିନ ପାଳିଲେ ଅପରାଜିତା

ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆଜି ହେଉଛି ଜନ୍ମଦିନ । 1969 ମସିହା ଅକ୍ଟୋବର 8 ତାରିଖରେ ବିହାରର ଭାଗଲପୁର ଠାରେ ଜନ୍ମଗ୍ରହଣ କରିଥିବା ଅପରାଜିତା ଆଜି 52 ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

6. ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଓଡିଶା ରିସର୍ଚ୍ଚ ସ୍କଲାର ଫୋରମର ସମର୍ଥନ

ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌-2020 ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ପାରିତ ହୋଇଯାଇଛି । ତେବେ ଏହି ବିଲ୍‌କୁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସନ ସ୍ବାଗତ ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ପ୍ରଦର୍ଶନୀ କରିଥିଲା ।

7. ଯୁବତୀଙ୍କୁ ହୋଟେଲରେ ନିଶା ଦେଇ ଗଣଦୁଷ୍କର୍ମ, ଅଭିଯୋଗ ରଖିଲାନି ପୋଲିସ

ନିଶାଯୁକ୍ତ ପାନୀୟ ଦେଇ ହୋଟେଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରିବା ବଦଳରେ ପୀଡ଼ିତାଙ୍କୁ ହିଁ ଦୋଷୀ ମାନିଲା ପୋଲିସ ।

8. ହାଥରସ ମାମଲା: ବୋବଡେଙ୍କୁ ଚିଠି ଲେଖିଲେ 510 ଆଇନ ଛାତ୍ରଛାତ୍ରୀ

ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କୁ 510 ଜଣ ଆଇନ ଛାତ୍ରଛାତ୍ରୀ ଚିଠି ଲେଖିଛନ୍ତି।

9. WHO ର ଚେତାବନୀ; କୋରୋନା ବଢିଲେ ପ୍ରତି 16 ସେକେଣ୍ଡରେ ଜନ୍ମ ନେବ ଜଣେ ମୃତଶିଶୁ

କୋରୋନା ବଢିଲେ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭ ପାଇଁ ବିପଦ ଥିବା କହି ଚେତାବନୀ ଦେଇଛି ଡବ୍ଲୁଏଚଓ ସମେତ ୟୁନିସେଫ । WHO ପକ୍ଷରୁ ନିଜର ଏକ ଜାରି ରିପୋର୍ଟରେ କହିଛି ଯେ, ଯଦି କୋରୋନା ମହାମାରୀ ବଢେ, ତେବେ ପ୍ରତି 16 ସେକେଣ୍ଡରେ ଜଣେ ମୃତଶିଶୁ ଜନ୍ମ ନେବ ।

10. ଆଇପିଏଲ 2020: ପଞ୍ଜାବ vs ହାଇଦ୍ରାବାଦ, ବିଜୟ ଲକ୍ଷ୍ୟରେ ଉଭୟ ଟିମ

ଆଇପିଏଲର 13ତମ ସଂସ୍କରଣରେ ଆଜି ଖେଳାଯିବ 22ତମ ମ୍ୟାଚ । କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.