ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 24, 2020, 2:58 PM IST

1. CAG ରିପୋର୍ଟରେ ଖୁଲାସା, 10 ବର୍ଷ ପରେ ବି ନୌସେନା ପୂରଣ କରିନି 16 ହଜାର କୋଟିର ଚୁକ୍ତି

ବୁଧବାର ସଂସଦରେ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦ୍ବାରା ବିଭିନ୍ନ କ୍ଷେତ୍ରର ରିପୋର୍ଟ ଦର୍ଶାଯାଇଛି । ରିପୋର୍ଟରେ ସିଏଜି ଭାରତୀୟ ନୌସେନାକୁ ନିନ୍ଦା କରିଛି ।

2. ପରଲୋକରେ ପରମାଣୁ ବୈଜ୍ଞାନିକ ଶେଖର ବାସୁ

ଭେଟେରାନ ପରମାଣୁ ବୈଜ୍ଞାନିକ ତଥା ଭାରତର ପ୍ରଥମ ଆଣବିକ ଜଳଜାହାଜ INS ଆରିହାଣ୍ଟର ଉଦଭାବକ ଡ଼ଃ ଶେଖର ବାସୁଙ୍କ ଗୁରୁବାର ପରଲୋକ ହୋଇଛି ।

3.DRDOକୁ ଏଯାଏଁ ମିଳିନି ରାଫେଲ୍ ଟେକ୍ନୋଲୋଜି, ସରକାରଙ୍କୁ ଟାର୍ଗେଟ କଲେ ବିରୋଧି

ରାଫେଲ ପୁଣି ଥରେ ଦେଶରେ ରାଜନୈତିକ ଲଢେଇର କାରଣ ହୋଇଛି । ରାଫେଲ ଉପରେ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦେଇଥିବା ରିପୋର୍ଟ ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

4.ରାଜ୍ୟରେ 16 ଜଣଙ୍କ ଜୀବନ ନେଲା କିଲର କୋରୋନା

ଦିନକୁ ଦିନ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି(ଗୁରୁବାର) ପୁଣି 16 ଜଣଙ୍କର ମୁଣ୍ଡ ନେଇଛି କୋରୋନା।

5.ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ OERC କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ବିଜେପି

ଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

6.ନେପାଳରେ ଚୀନ ନିର୍ମାଣ କରୁଛି 11 କୋଠା, ବିରୋଧ କଲା ନେପାଳ ସଂଗଠନ

ନେପାଳର ଏକ ନାଗରିକ ସମାଜ ଗୋଷ୍ଠୀ ବୁଧବାର ଦେଶର ବିଭିନ୍ନ ଅଞ୍ଚଳରେ କୋଠା ନିର୍ମାଣ ଅଭିଯୋଗରେ ଚୀନ୍ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି।

7.ଶ୍ରୀଲଙ୍କା ସହ ଦ୍ବିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବାକୁ ଆଗ୍ରହୀ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାର ପ୍ରତିପକ୍ଷ ମହିନ୍ଦା ରାଜପକ୍ଷଙ୍କ ସହ ଭର୍ଚୁଆଲ୍ ସାକ୍ଷାତ କରିବେ..

8.ଚୀନ ସୀମାରେ 43ଟି ସେତୁ ଉଦଘାଟନ କରିବେ ରାଜନାଥ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ସୀମାରେ ସମୁଦାୟ 43ଟି ଗୁରୁତ୍ବପୂର୍ଣ୍ଣ ସେତୁ ଉଦଘାଟନ କରିବେ..

9.ଶ୍ରମ ସଂସ୍କାର ଆଇନ ବିରୋଧରେ ରାହୁଲ, କହିଲେ ଏହା ଗରିବଙ୍କ ଶୋଷଣ

ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରି ଏହି ସଂସ୍କାର ଉପରେ ପ୍ରଶ୍ନ କରିଛନ୍ତି..

10.24 ଘଣ୍ଟାରେ ଦେଶରେ ହୋଇଛି 11,56,569 କୋରୋନା ଟେଷ୍ଟ: ICMR

ଏଯାବତ୍ ଦେଶରେ 6 କୋଟି 74 ଲକ୍ଷ 36 ହଜାର 031ଟି ନମୂନା ପରୀକ୍ଷା ସରିଛି.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.