ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - TOP NEWS @3PM

ନଜର ପକାନ୍ତୁ NEWS @3PMର ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
author img

By

Published : Aug 27, 2020, 3:50 PM IST

1.ରାଜ୍ୟରେ 90 ହଜାର ପାର କୋରୋନା ମାମଲା, ଗୋଟିଏ ଦିନରେ 3384 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ରାଜ୍ୟରେ 3384 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ପାର କରିଛି ।

2.ଚଳିତବର୍ଷ ସ୍ବାଭାବିକଠାରୁ 10 ପ୍ରତିଶତ ଅଧିକ ହୋଇଛି ବର୍ଷା

ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ଲଗାଣ ବର୍ଷା। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ।

3.୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି

ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ 55.8 ମିଲିମିଟର ବର୍ଷା ହୋଇଛି । 41 ବ୍ଲକରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

4.ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ ପ୍ରକ୍ରିୟା । ଏନେଇ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଟେଷ୍ଟ ଆରମ୍ଭ । ପଚରା ଉଚୁରା ପାଇଁ ସ୍ବତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ।

5.ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୯ ଅଧିକାରୀ କୋରୋନା ସଂକ୍ରମିତ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ କାର୍ଯ୍ୟାଳୟ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚିଲା କୋରୋନା । ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୯ଜଣ ଅଧିକାରୀ-କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

6.ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମରେ ତାଜିଆ ଶୋଭାଯାତ୍ରା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

7.କୋରୋନା କାଳରେ ୟୁପି ପୋଲିସ ଆଦାୟ କଲା 70 କୋଟି

କୋରୋନା ଅବଧିରେ ଉତ୍ତରପ୍ରଦେଶ ପୋଲିସ ଆଦାୟ କଲା ପ୍ରାୟ 70 କୋଟି ଟଙ୍କା । କୋରୋନା ନିୟମାବଳୀକୁ ଉଲଙ୍ଘନ କରିବା କାରଣରୁ ପୋଲିସ 35,50,046 ଗାଡିର ଚାଲାଣ କାଟିବା ସହ 69,634 ଗାଡି ଜବତ କରିଛି ବୋଲି ରାଜ୍ୟ ପୋଲିସ ମହାନିରୀକ୍ଷକ ଜ୍ୟୋତି ନାରାୟଣ କହିଛନ୍ତି ।

8.ବୁଧବାର ସୁଦ୍ଧା ଦେଶରେ ସରିଛି 3 କୋଟି 85 ହଜାର କୋଭିଡ ଟେଷ୍ଟ: ICMR

ଦେଶରେ ବେଲଗାମ କୋରୋନା ସଂକ୍ରମଣ । ଏହା ଉପରେ ରୋକ ଲଗାଇବା ନେଇ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ସାମ୍ପଲ ଟେଷ୍ଟ ।

9.ବାପା ମା’ ହେବେ ବିରାଟ-ଅନୁଷ୍କା, ଜାନୁୟାରୀରେ ଆସିବେ ନୂଆ ସଦସ୍ୟ

ବାପା ମା' ହେବାକୁ ଯାଉଛନ୍ତି ବିରୁଷ୍କା । ସୋସିଆଲ ମିଡିଆରେ ଏହି ଖୁସି ପ୍ରକାଶ କଲେ ବିରାଟ ଓ ଅନୁଷ୍କା ।

10.ରିଆଙ୍କ ମିଛର ପର୍ଦ୍ଦାଫାଶ କଲେ ଅଙ୍କିତା, ଦେଖାଇଲେ ପ୍ରମାଣ ଭିଡିଓ

ସୁଶାନ୍ତ ଫ୍ଲାଇଟରେ ବସିବାକୁ ଡରନ୍ତି ବୋଲି କହି ପୁଣି ଚର୍ଚ୍ଚାରେ ରିଆ ଚକ୍ରବର୍ତ୍ତୀ । ସେପଟେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଭିଡିଓ ସେୟାର କରି ଏହି କଥାକୁ ଭୁଲ୍ ସାବ୍ୟସ୍ତ କଲେ ଅଙ୍କିତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.