ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 9, 2020, 3:10 PM IST

1.ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ; 'ଦେଶରେ ବଢୁଥିବା ଅସତ୍ୟର ମଇଳା ବି ହେବ ସଫା'

ଲଦାଖ ରେ ଚୀନ ଓ ଭାରତ ସୈନ୍ୟ ମଧ୍ୟରେ ହୋଇଥିବା ଆକ୍ରମଣ ପରଠାରୁ ରାହୁଲ ଗାନ୍ଧୀ ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ।

2.କୋଝିକୋଡ ବିମାନ ଦୁର୍ଘଟଣା: ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ 100ରୁ ଉର୍ଦ୍ଧ୍ବ ପାଇଲଟ

କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି 100 ରୁ ଅଧିକ ପାଇଲଟ । ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ 100 ରୁ ଅଧିକ ପାଇଲଟ ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣାପଡିଛି ।

3.କୋଝିକୋଡ ବିମାନ ଦୁର୍ଘଟଣା: ‘ଆହତ ଶିଶୁଙ୍କୁ ନିଜ ସନ୍ତାନ ଭଳି ଯତ୍ନ ନେଇଛନ୍ତି ସ୍ଥାନୀୟ ଲୋକ’

କେରଳ ବିମାନ ଦୁର୍ଘଟଣାରେ ବଞ୍ଚିଥିବା 6 ଜଣ ଶିଶୁଙ୍କୁ କୋଝିକୋଡ ବେବି ମୋମୋରିଆଲ ହସ୍ପିଟାଲକୁ ନିଆଯାଇଛି ।

4.ପରେଡରେ ଯୋଗ ଦେଇ 44 କନେଷ୍ଟବଳ କୋରୋନା ପଜିଟିଭ

44 ଜଣ ପୋଲିସ କର୍ମଚାରୀ କୋରୋନା ପଜିଟିଭ। ପରେଡରେ ଯୋଗ ଦେଇ ହୋଇଛନ୍ତି ସଂକ୍ରମିତ । 199 ଜଣଙ୍କର ହୋଇଥିଲା କୋଭିଡ ଟେଷ୍ଟ ।

5.ଦେଶରେ ଗୋଟିଏ ଦିନରେ 64,399 ନୂଆ ଆକ୍ରାନ୍ତ ଚିହ୍ନଟ, 861 ମୃତ

ଗତ 24 ଘଣ୍ଟାରେ 64,399 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ 861 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 21,53,011ରେ ପହଞ୍ଚିଛି ।

6.ରାଜ୍ୟରେ ପୁଣି 13 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି

ଆଜି ରାଜ୍ୟରେ ସର୍ବାଧିକ 13 କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ପାଇଛି ।

7.ରାଜ୍ୟରେ ଥମୁନି ସଂକ୍ରମଣ: ଦିନକରେ 1734 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସର୍ବାଧିକ 29ଟି ଜିଲ୍ଳାରେ 1734 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1075 ଚିହ୍ନଟ ହୋଇଥିବାବେଳେ 659 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

8.କମାଲ କଲେ ଓଡିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଇସ୍ରୋର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ପାଇଁ ସର୍ଟଲିଷ୍ଟ ହୋଇ ଚର୍ଚ୍ଚାରେ ରହିଛନ୍ତି ଓଡିଆ ପୁଅ ତଥା ୱିଙ୍ଗ କମାଣ୍ଡର ନିଖିଲ ରଥ। ଖୁସି ବ୍ୟକ୍ତି କରି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଶୁଭେଚ୍ଛା ଜଣାଇଛନ୍ତି।

9.ବୋହୁମିନ ସହରର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 11 ମୃତ

ୟୁରୋପ ମହାଦେଶର ଉତ୍ତର-ପୂର୍ବ ଚେକ୍‌ ରିପବ୍ଲିକରେ ଅଭାବନୀୟ ଘଟଣା । ବୋହୁମିନ ସହରର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 11 ମୃତ ।

10.ଆମେରିକାକୁ କୋରୋନା କାଳ, 5 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ

କୋରୋନା କାଳରେ କାନ୍ଦୁଛି ଆମେରିକା। 5 ମିଲିୟନରେ ପହଁଞ୍ଚିବ ସଂକ୍ରମଣ ମାମଲା। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦେଶର ବେକାରୀ ସମସ୍ୟାଉତ୍କଟ ହେବାରେ ଲାଗିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.